ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଗାୟାଗଣ୍ଡ। ଗ୍ରାମପଞ୍ଚାୟତର ବରପଲ୍ଲୀ ଗ୍ରାମରେ ଶ୍ରୀ ବିଘ୍ନ ବିନାଶକ ଗଣନାୟକ ଙ୍କ ପୂଜା ଉତ୍ସବ ଧୁମ୍ ଧାମରେ ପାଳନ କରାଯାଇ ଅଛି ଏବଂ ତତ୍ ସହିତ ମୋନ ରଞ୍ଜନ କାର୍ଯ୍ୟକ୍ରମ ଜନ ସେଚତନା ନିମନ୍ତ ରାମ ନାଟକ ମଞ୍ଚସ୍ଥ କରାଯାଇଛି । ଏଥିରେ ଗ୍ରାମବାସିଙ୍କ ଆନୁକୁଲ୍ୟରେ ନିମନ୍ତ୍ରିତ ଅଳୁସୁ ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ଭ୍ରମର ନାୟକଙ୍କ କରକମଳରେ ନାଟକ ଉଦ୍ଘାଟନ କରାଯାଇଥିଲା
#Odisha #GanjamPolitics #GanjamNews
#Ganeshapuja #OdishaSangram
Jagatsinghapur, Jagatsinghpur | Sep 19, 2026