ଆକ୍ରମଣ ନୁହେଁ, ଲଲାଟେନ୍ଦୁ ବଡୁଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ରିପୋର୍ଟ ଆସିଛି।
* ଘଟଣାଟି କଟକ ମେରିଆ ବଜାରର ବକ୍ସ ଡ୍ରେନ୍ ରୋଡ୍ରେ ଆଜି ଘଟିଛି।
* ଲଲାଟେନ୍ଦୁ ବଡୁଙ୍କ ସହ ସମ୍ପର୍କିତ ଏକ ଗାଡ଼ି ଦୁର୍ଘଟଣାରେ ୩ ଜଣ ଆହତ, ସେମାନଙ୍କ ମଧ୍ୟରେ ୨ ଜଣ ଶିଶୁ ଥିବା ଖବର ମିଳିଛି।
* ପ୍ରାରମ୍ଭିକ ରିପୋର୍ଟରେ ଆହତମାନଙ୍କୁ ଗୁରୁତର ବୋଲି କୁହାଯାଇଛି।