Public App Logo
Jansamasya
Haryana
���ादी
Crimenews
Karnataka
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah
Fire
Live
Jhansi
Yogiadityanath
Rain
���ोगी_आदित्यनाथ
Sonunigam
Arvindkejriwal
Rajasthannews
Rahul
Indianews
���ंगाल
Gwaliornews
New_delhi
���िल्ली_मेट्रो
Newsupdate
���निका

ନର୍ଲା: ରୁପ୍ରାରୋଡ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବର୍ଷିକ ଉତ୍ସଵ ମହାସମାରୋହରେ ପାଳନ

Narala, Kalahandi | Jan 18, 2026
ଆଜି ରବିବାର ଦିନ ଅପରାହ୍ନ ଚାରିଟା ସମୟରୁ ରାତ୍ର ନଅ ଘଣ୍ଟା ମଧ୍ୟରେ ନର୍ଲା ବ୍ଳକ୍ ଅନ୍ତର୍ଗତ ରୁପ୍ର ରୋଡ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ବାର୍ଷିକ ଉତ୍ସବ ପାଳିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦୁର୍ଗା ପ୍ରସାଦ ମହାନ୍ତି ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ ମଞ୍ଚଷିନ ହୋଇଥିଲେ ଓ ଶିଶୁ ବିଦ୍ୟା ମନ୍ଦିର ଛାତ୍ର ଛାତ୍ରୀ ଙ୍କୁ ମାର୍ଗଦର୍ଶନ ଦେଉଥିଲେ