ଭାଇରାଲ୍ ଭିଡିଓ : ଟ୍ରେନ୍ ଭିତରେ IRCTC କର୍ମଚାରୀଙ୍କ ଦବଙ୍ଗଗିରି, ବିରୋଧ କଲେ ମିଳୁଛି ମାଡ଼ ।
ଟ୍ରେନରେ ଯାତ୍ରୀମାନଙ୍କୁ ଲୁଟାଯାଉଥିବା ଅଭିଯୋଗ ନୂଆ ନୁହେଁ। ୧୦ ଟଙ୍କାର ଚା' ୨୦ ଟଙ୍କା, ୧୪ ଟଙ୍କାର ପାଣି ବୋତଲ ୨୦ ଟଙ୍କା ଏବଂ ୮୦ ଟଙ୍କାର ଥାଳି ୧୨୦ ରୁ ୨୦୦ ଟଙ୍କାରେ ବିକ୍ରି ହେଉଛି। କିନ୍ତୁ ଏବେ ଲୁଟ୍ ସହିତ ଗୁଣ୍ଡାଗର୍ଦ୍ଦି ମଧ୍ୟ ଦେଖିବାକୁ ମିଳୁଛି ।
ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଟ୍ରେନ୍ ଭିତରେ IRCTC କର୍ମଚାରୀମାନେ ଜଣେ ଯାତ୍ରୀଙ୍କୁ ନିସ୍ତୁକ ମାଡ଼ ମାରୁଥିବା ଦେଖିବାକୁ ମିଳିଛି ।
ଯଦି ରକ୍ଷକ ଭକ୍ଷକ ସାଜିବେ, ତେବେ ଯାତ୍ରୀଙ୍କ ସୁରକ୍ଷା ଓ ବିଶ୍ୱାସର ମୂଲ୍ୟ କଣ ?
Video Source : Social Media
#IndianRailways #IRCTC #ViralVideo #PassengerSafety #RailwayNews #TrendingNews #OdiaNews #NewsUpdate
#RailwayMinisterAshwiniVaishnav