ଆସିକା: ଆସିକାରେ ପାଳିତ ହେଲା ଆରଏସଏସ ପ୍ରତିଷ୍ଠା ଦିବସ ଓ ବିଜୟା ଦଶମୀ ଉତ୍ସବ
Asika, Ganjam | Oct 21, 2026 ଆସିକା ନଗରଠାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରତିଷ୍ଠା ଦିବସ ଏବଂ ପବିତ୍ର ବିଜୟା ଦଶମୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆସିକା ବିଧାୟକ ଯୋଗ ଦେଇ ସ୍ୱୟଂସେବକମାନଙ୍କର ନିଷ୍ଠାକୁ ପ୍ରଶଂସା କରିଛନ୍ତି।