Public App Logo
Jansamasya
हादसा
News
Bjp
National
Police
Bihar
India
कांग्रेस
भाजपा
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
Nitishkumar
Madhya_pradesh
सोशल_मीडिया
Mp
Nsui
Pmmodi
Rahulgandhi
Actor
Haryana
Uttarpradesh

ଢେଙ୍କାନାଳ ସଦର: ଗୋଷ୍ଟୀ ବେତାର କେନ୍ଦ୍ର ରେଡ଼ିଓ ବସୁଧାଠାରେ ମନ କି ବାତକୁ ନେଇ ପର୍ଜଙ୍ଗ ଓ କାମାକ୍ଷାନଗର ବିଧାୟକ ପ୍ରତିକ୍ରିୟା

MORE NEWS

#ବଡ଼ଖବର_ପରଲୋକରେ_ଯାଉଁଳି_ପୋଖରୀ_ମଠ_ମହନ୍ତ _ବ୍ରହ୍ମାନନ୍ଦ_ମହାରାଜ 

#Dhenkanal#newsodiaodisha #public #OmmShanti

#ବଡ଼ଖବର_ପରଲୋକରେ_ଯାଉଁଳି_ପୋଖରୀ_ମଠ_ମହନ୍ତ _ବ୍ରହ୍ମାନନ୍ଦ_ମହାରାଜ #Dhenkanal#newsodiaodisha #public #OmmShanti

Dhenkanal Sadar, Dhenkanal | Jun 4, 2026

ଢେଙ୍କାନାଳ ସହରରେ ବିଭିନ୍ନ ଗୁଟଖା ଦୋକାନ ଉପରେ ଚଢାଉ

#public #newsodiaodisha #dhenkanal ଢେଙ୍କାନାଳ ସହରରେ ଆଜି ବିଭିନ୍ନ ଗୁଟଖା ଦୋକାନ ଉପରେ ଚଢାଉ କରାଯାଇଥିଲା। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ଖାଦ୍ୟ ନିରାପତା ବିଭାଗ,ଅବକାରୀ ବିଭାଗ ଏବଂ ପୋଲିସର ମିଳିତ ସହଯୋଗରେ ସହର ମଧ୍ୟରେ ଥିବା ବିଭିନ୍ନ ଗୁଡକା ଦୋକାନ ଉପରେ ଚଢାଉ କରାଯାଇଥିଲା। ବିଭିନ୍ନ ଦୋକାନରୁ ଗୁଡିକା ଜବତ କରାଯାଇଥିଲା। କିଛି ଦୋକାନୀ ଉପରେ ଜୋରିମାନା ଲଗାଯାଇ ଆଦାୟ କରାଯାଇଛି। କେବଳ ଛୋଟ ଦୋକାନ ଉପରେ ଚଢାଉ କରାଯାଉଥିବାରୁ ବିଭିନ୍ନ ସ୍ଥାନରେ ଏହାକୁ ଦୋକାନୀ ମାନେ ଅସନ୍ତୋଷ ଥିବା ଦେଖିବାକୁ ମିଳିଛି। Dhenkanal District Administration DHENKANAL NEWS Dhenkanal Update Dhenkanal Tehelka Tehelka Dhenkanal Dhenkanal News Dhenkanal Update Dja Dhenkanal

ଢେଙ୍କାନାଳ ସହରରେ ବିଭିନ୍ନ ଗୁଟଖା ଦୋକାନ ଉପରେ ଚଢାଉ #public #newsodiaodisha #dhenkanal ଢେଙ୍କାନାଳ ସହରରେ ଆଜି ବିଭିନ୍ନ ଗୁଟଖା ଦୋକାନ ଉପରେ ଚଢାଉ କରାଯାଇଥିଲା। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ଖାଦ୍ୟ ନିରାପତା ବିଭାଗ,ଅବକାରୀ ବିଭାଗ ଏବଂ ପୋଲିସର ମିଳିତ ସହଯୋଗରେ ସହର ମଧ୍ୟରେ ଥିବା ବିଭିନ୍ନ ଗୁଡକା ଦୋକାନ ଉପରେ ଚଢାଉ କରାଯାଇଥିଲା। ବିଭିନ୍ନ ଦୋକାନରୁ ଗୁଡିକା ଜବତ କରାଯାଇଥିଲା। କିଛି ଦୋକାନୀ ଉପରେ ଜୋରିମାନା ଲଗାଯାଇ ଆଦାୟ କରାଯାଇଛି। କେବଳ ଛୋଟ ଦୋକାନ ଉପରେ ଚଢାଉ କରାଯାଉଥିବାରୁ ବିଭିନ୍ନ ସ୍ଥାନରେ ଏହାକୁ ଦୋକାନୀ ମାନେ ଅସନ୍ତୋଷ ଥିବା ଦେଖିବାକୁ ମିଳିଛି। Dhenkanal District Administration DHENKANAL NEWS Dhenkanal Update Dhenkanal Tehelka Tehelka Dhenkanal Dhenkanal News Dhenkanal Update Dja Dhenkanal

Dhenkanal Sadar, Dhenkanal | Jun 4, 2026

ବଜ୍ରପାତ ହେବାରୁ ସେହି ଠାରେ ସେ ଟଳି ପଡ଼ିଥିଲେ#ଢେଙ୍କାନାଳରେ କାଳ ହେଲା କାଳବୈଶାଖୀ #ଭୁବନ ଯମୁନାକୋଟ ପାଟଣା ସାହିରେ ଜଳିଗଲା ଚାରି ବଖରା ଘର #ଲକ୍ଷାଧିକ ଟଙ୍କାର #ସୁନାଗହଣା #ଆସବାବପତ୍ର ପୋଡ଼ି ପାଉଁଶ ହୋଇଗଲା ଶଶୁର ବୋହୁ ମଧ୍ୟ ବଜ୍ରପାତରେ ହେଲେ ଗୁରୁତର ସେହିଭଳି ହିନ୍ଦୋଳ ରାସୋଳ ବୁହାଳୀପାଳ ଗ୍ରାମରେ  ଯୁବକଙ୍କ ଜୀବନ ୩୦ ବର୍ଷୀୟ ଯୁବକ ସମୀର ମୃତ ସମୀର ଖଜୁରୀ ବଗିଚାକୁ ଯାଉଥିବା ବେଳେ କାଳବୈଶାଖୀ ରୁ ରକ୍ଷା ପାଇବା ପାଇଁ ଏକ ଗଛ ମୁଳରେ ଆଶ୍ରୟ ନେଇଥିଲେ ବଜ୍ରପାତ ହେବାରୁ ସେହି ଠାରେ ସେ ଟଳି ପଡ଼ିଥିଲେ ବଜ୍ରପାତ ନେଲା

kalabaisakhi loss house fire bhuban jamunakote rasol youth lightning death dkl

ବଜ୍ରପାତ ହେବାରୁ ସେହି ଠାରେ ସେ ଟଳି ପଡ଼ିଥିଲେ#ଢେଙ୍କାନାଳରେ କାଳ ହେଲା କାଳବୈଶାଖୀ #ଭୁବନ ଯମୁନାକୋଟ ପାଟଣା ସାହିରେ ଜଳିଗଲା ଚାରି ବଖରା ଘର #ଲକ୍ଷାଧିକ ଟଙ୍କାର #ସୁନାଗହଣା #ଆସବାବପତ୍ର ପୋଡ଼ି ପାଉଁଶ ହୋଇଗଲା ଶଶୁର ବୋହୁ ମଧ୍ୟ ବଜ୍ରପାତରେ ହେଲେ ଗୁରୁତର ସେହିଭଳି ହିନ୍ଦୋଳ ରାସୋଳ ବୁହାଳୀପାଳ ଗ୍ରାମରେ ଯୁବକଙ୍କ ଜୀବନ ୩୦ ବର୍ଷୀୟ ଯୁବକ ସମୀର ମୃତ ସମୀର ଖଜୁରୀ ବଗିଚାକୁ ଯାଉଥିବା ବେଳେ କାଳବୈଶାଖୀ ରୁ ରକ୍ଷା ପାଇବା ପାଇଁ ଏକ ଗଛ ମୁଳରେ ଆଶ୍ରୟ ନେଇଥିଲେ ବଜ୍ରପାତ ହେବାରୁ ସେହି ଠାରେ ସେ ଟଳି ପଡ଼ିଥିଲେ ବଜ୍ରପାତ ନେଲା kalabaisakhi loss house fire bhuban jamunakote rasol youth lightning death dkl

Dhenkanal Sadar, Dhenkanal | Jun 4, 2026