🎓 ପରୀକ୍ଷା ଫି ଛଡ଼ା ଆଉ ସବୁ ମାଗଣା! 📚
ଓଡ଼ିଶା ସରକାରଙ୍କ 'ଜ୍ଞାନୋଦୟ: ଶିକ୍ଷାରୁ ସମୃଦ୍ଧି' ଯୋଜନା ଅଧୀନରେ KG ରୁ PG ପର୍ଯ୍ୟନ୍ତ ମାଗଣା ଶିକ୍ଷା ପାଇଁ SOP ଜାରି।
✅ SAMS ମାଧ୍ୟମରେ ନିୟମିତ UG ଓ PG ନାମଲେଖା କରିଥିବା ଛାତ୍ରଛାତ୍ରୀ ପାଇବେ ସୁବିଧା।
✅ ଯୋଜନାର ଲାଭ ପାଇବାକୁ ସର୍ବନିମ୍ନ ୬୫% ଉପସ୍ଥିତି ବାଧ୍ୟତାମୂଳକ।
ଏହି ନିଷ୍ପତ୍ତିକୁ ନେଇ ଆପଣଙ୍କ ମତ କଣ? କମେଣ୍ଟ କରନ୍ତୁ। 👇
#Jnanodaya #FreeEducation #Odisha #SAMS #UG #PG #Education #OdishaNews #RCNODIA
Bhadrak Rural, Bhadrak | Jul 14, 2026