ନୟାଗଡ଼ରେ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେଲେ ଓଡ଼ିଆ ଅଭିନେତ୍ରୀ ସୂର୍ଯ୍ୟମୟୀ। ତାଙ୍କୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଅନେକ ଉତ୍ସାହ।