Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow
image
image
image
image
image

#କେନ୍ଦୁଝରରେ_ବିଜେଡିର_ଶିକ୍ଷା_ବଞ୍ଚାଅ_ଆନ୍ଦୋଳନ #ରାଜ୍ୟ_ସରକାରଙ୍କ_ବିରୋଧରେ_ବିକ୍ଷୋଭ କେନ୍ଦୁଝରରେ ବିଜୁ ଜନତା ଦଳର ଶକ୍ତି ପ୍ରଦର୍ଶନ। ହଜାର ହଜାର କର୍ମୀଙ୍କ ସମାଗମ, ସବୁଜ ପତାକାରେ ଦୁଲୁକିଲା ସହର। "ଶିକ୍ଷା ବଞ୍ଚାଅ ଆନ୍ଦୋଳନ" ନାମରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରି ବିଜେଡି ପକ୍ଷରୁ ରାଜ୍ୟ ସରକାରଙ୍କ ବିରୋଧରେ ଜୋରଦାର ବିକ୍ଷୋଭ କରାଯାଇଛି।କେନ୍ଦୁଝରରେ ଆଜି ବିଜୁ ଜନତା ଦଳ ପକ୍ଷରୁ "ଶିକ୍ଷ ବଞ୍ଚାଅ ଆନ୍ଦୋଳନ"କୁ ନେଇ ଏକ ବୃହତ୍ ବିକ୍ଷୋଭ ଓ ରାଲିର ଆୟୋଜନ କରାଯାଇଥିଲା। ଜିଲ୍ଲାର ବିଭିନ୍ନ ବ୍ଲକ ଓ ପଞ୍ଚାୟତରୁ ଶହ ଶହ ଯୁବ, ଛାତ୍ର, ମହିଳା ଓ ବରିଷ୍ଠ ଦଳୀୟ କର୍ମୀ କେନ୍ଦୁଝରରେ ଏକତ୍ରିତ ହୋଇଥିଲେ। #pabitranewsodishalive #latastnewsupdate #BreakingNews #bjd

MORE NEWS

#କେନ୍ଦୁଝରରେ_ବିଜେଡିର_ଶିକ୍ଷା_ବଞ୍ଚାଅ_ଆନ୍ଦୋଳନ #ରାଜ୍ୟ_ସରକାରଙ୍କ_ବିରୋଧରେ_ବିକ୍ଷୋଭ କେନ୍ଦୁଝରରେ ବିଜୁ ଜନତା ଦଳର ଶକ୍ତି ପ୍ରଦର୍ଶନ। ହଜାର ହଜାର କର୍ମୀଙ୍କ ସମାଗମ, ସବୁଜ ପତାକାରେ ଦୁଲୁକିଲା ସହର। "ଶିକ୍ଷା ବଞ୍ଚାଅ ଆନ୍ଦୋଳନ" ନାମରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରି ବିଜେଡି ପକ୍ଷରୁ ରାଜ୍ୟ ସରକାରଙ୍କ ବିରୋଧରେ ଜୋରଦାର ବିକ୍ଷୋଭ କରାଯାଇଛି।କେନ୍ଦୁଝରରେ ଆଜି ବିଜୁ ଜନତା ଦଳ ପକ୍ଷରୁ "ଶିକ୍ଷ ବଞ୍ଚାଅ ଆନ୍ଦୋଳନ"କୁ ନେଇ ଏକ ବୃହତ୍ ବିକ୍ଷୋଭ ଓ ରାଲିର ଆୟୋଜନ କରାଯାଇଥିଲା। ଜିଲ୍ଲାର ବିଭିନ୍ନ ବ୍ଲକ ଓ ପଞ୍ଚାୟତରୁ ଶହ ଶହ ଯୁବ, ଛାତ୍ର, ମହିଳା ଓ ବରିଷ୍ଠ ଦଳୀୟ କର୍ମୀ କେନ୍ଦୁଝରରେ ଏକତ୍ରିତ ହୋଇଥିଲେ। #pabitranewsodishalive #latastnewsupdate #BreakingNews #bjd - Kendujhar Town News