Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
Police
Bihar
India
कांग्रेस
Accident
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
usr66911008
#ଗାନ୍ଧୀ_ଜୟନ୍ତୀରେ_ଏକାଠି_ହେଲେ_କଂଗ୍ରେସ_ନେତା_ଓ_କର୍ମୀ 🇮🇳 ଗାନ୍ଧୀ ଜୟନ୍ତୀ ଅବସରରେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପକ୍ଷରୁ ପଦଯାତ୍ରା ଅନୁଷ୍ଠିତ ହୋଇଛି। ଏଥିରେ ଦଳୀୟ ନେତା ଓ କର୍ମୀମାନେ ଏକାଠି ହୋଇ ମହାତ୍ମା ଗାନ୍ଧୀଙ୍କ ଅହିଂସା ଓ ସତ୍ୟର ବାର୍ତ୍ତାକୁ ସ୍ମରଣ କରିଥିଲେ। 📍 ପଟ୍ଟାଙ୍ଗି, କୋରାପୁଟ #GandhiJayanti #Padayatra #Congress #Koraput #Pottangi #Odisha #News11Odia
Koraput Town, Koraput
| Oct 2, 2026
#ଗାନ୍ଧୀ_ଜୟନ୍ତୀରେ_ଏକାଠି_ହେଲେ_କଂଗ୍ରେସ_ନେତା_ଓ_କର୍ମୀ
#gandhijayanti
#padayatra
#congress
#koraput
#pottangi
#odisha
#news11odia
MORE NEWS
ଜୟପୁର: ସହରର ମହିଳାଙ୍କୁ ନିର୍ଯାତନା ଅଭିଯୋଗ। ଜଣେ ଯୁବକ ଧୋକ୍କା ଦେବା ସହ ଟଙ୍କା ସୁନା ନେଉଥିବା ଅଭିଯୋଗ କରିଛନ୍ତି ମହିଳା।
Koraput Town, Koraput | Oct 2, 2026
ଜୟପୁର ରଜାନଗରରେ ଦଶହରା ପାଇଁ ପ୍ରସ୍ତୁତ ହେଉଛି 65 ଫୁଟ ଉଚ୍ଚର ମେଢ଼।
Koraput Town, Koraput | Oct 2, 2026
#ଗାନ୍ଧୀ_ଓ_ଶାସ୍ତ୍ରୀ_ଜୟନ୍ତୀରେ_ମଦମୁକ୍ତ_ହେଲା_ଗାଁ ଗାନ୍ଧୀ ଜୟନ୍ତୀ ଓ ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ଅବସରରେ ଗାଁକୁ ମଦମୁକ୍ତ କରିବା ନେଇ ନିଆଯାଇଛି ସଂକଳ୍ପ। ଗ୍ରାମବାସୀଙ୍କ ଉଦ୍ୟମରେ ମଦ ବିରୋଧରେ ସଚେତନତା ସୃଷ୍ଟି ସହ ମଦମୁକ୍ତ ଗାଁ ଗଠନ ପାଇଁ ପଦକ୍ଷେପ ନିଆଯାଇଛି। 📍 କୋରାପୁଟ #ଗାନ୍ଧୀଜୟନ୍ତୀ #ଶାସ୍ତ୍ରୀଜୟନ୍ତୀ #ମଦମୁକ୍ତଗାଁ #ମଦବିରୋଧୀସଚେତନତା #କୋରାପୁଟ #OdishaNews #News11OdiaLive
Koraput Town, Koraput | Oct 2, 2026
#ପ୍ଲାଷ୍ଟିକ_ବିରୋଧରେ_ସଚେତନତା_ପଦଯାତ୍ରା ଜୟପୁର: ପ୍ଲାଷ୍ଟିକ ବ୍ୟବହାର ହ୍ରାସ ଓ ସ୍ୱଚ୍ଛତା ନେଇ ଜୟପୁର ପୌରପାଳିକା ପକ୍ଷରୁ ସଚେତନତା ପଦଯାତ୍ରା ଅନୁଷ୍ଠିତ। ପୁରୁଣା ଓ.ଏସ୍.ଆର୍.ଟି.ସି. ବସଷ୍ଟାଣ୍ଡରୁ ରାଜାନଗର ଛକ ପର୍ଯ୍ୟନ୍ତ ଚାଲିଥିଲା ଏହି ପଦଯାତ୍ରା। ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଜୟପୁର ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରିର ସଦସ୍ୟମାନେ ଏଥିରେ ସାମିଲ ହୋଇ ପ୍ଲାଷ୍ଟିକ ବିରୋଧୀ ସ୍ଲୋଗାନ ଦେଇ ଲୋକଙ୍କୁ ସଚେତନ କରିଥିଲେ। “ପ୍ଲାଷ୍ଟିକକୁ ନା କହିବା, ସ୍ୱଚ୍ଛ ଜୟପୁର ଗଢ଼ିବା” ବାର୍ତ୍ତା ଦେଇ ପରିବେଶ ସୁରକ୍ଷା ପାଇଁ ସମସ୍ତଙ୍କ ସହଯୋଗ ଆହ୍ୱାନ କରାଯାଇଥିଲା। #ଜୟପୁର #Jaypur #PlasticFree #SwachhataHiSeva #ସ୍ୱଚ୍ଛଜୟପୁର #ପ୍ଲାଷ୍ଟିକବିରୋଧୀ #ସଚେତନତା #CleanJaypur #News11Odia
Koraput Town, Koraput | Oct 2, 2026
#ଗାନ୍ଧୀ_ଜୟନ୍ତୀ_ଅବସରରେ_କୋରାପୁଟ_କଂଗ୍ରେସର_ପଦଯାତ୍ରା 🇮🇳 ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ କୋରାପୁଟ କଂଗ୍ରେସ ତରଫରୁ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀରେ ପଦଯାତ୍ରା ଆୟୋଜିତ ହୋଇଛି। ଏହି ଅବସରରେ କଂଗ୍ରେସ ନେତା ଓ କର୍ମୀମାନେ ଯୋଗଦେଇ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। 📍 ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀ, କୋରାପୁଟ #GandhiJayanti #Koraput #Congress #Pottangi #Padayatra #OdishaNews #News11OdiaLive
Koraput Town, Koraput | Oct 2, 2026
ବୋରିଗୁମ୍ମା ବ୍ଲକ ସୋସାହାଣ୍ଡି ପଞ୍ଚାୟତ ଡ଼ାବା ଗାଁ ରେ ମଦ ଗାଡ଼ିକୁ ଅଟକ ରଖିଛନ୍ତି ମହିଳା ମାନେ।ସୋସାହାଣ୍ଡି ପଞ୍ଚାୟତ ରେ ପୂର୍ବରୁ ମଦ ବିକ୍ରି ବନ୍ଦ ପାଇଁ ଆଣ୍ଟା ଭିଡିଥିଲେ ଶହ ଶହ ମହିଳା କୋଟପାଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଏବଂ ଅବକାରୀ ଅଧିକାରୀ ଙ୍କୁ ମଧ୍ୟ୍ୟ ଲିଖିତ ଦେଇଥିଲେ।ତଥାପି ଆଜି ସୋସାହାଣ୍ଡି ପଞ୍ଚାୟତ ଡ଼ାବ ଗାଁ ରେ ଏକ ଭେନ ଯୋଗେ ବିହାରୀ ମଦ ବିକ୍ରି ପାଇଁ ଆସିଥିବା ବେଳେ ମହିଳା ମାନେ ଗୋଡ଼ାଇ ଗୋଡ଼ାଇ ଗାଡି କୁ ଅଟକ ରଖିଛନ୍ତି।ସୋସାହାଣ୍ଡି ପଞ୍ଚାୟତ ଅଫିସରେ ଗାଡ଼ିକୁ ହସ୍ତାନ୍ତର କରିବେ ବୋଲି କହିଛନ୍ତି।
Koraput Town, Koraput | Oct 2, 2026
ବୋରିଗୁମ୍ମା-ପୋଡାପଦର ନୂଆଁ ସହି ଭିତରେ ପୁଣି ବୁଲୁଛି ଭାଲୁ।ବନ ବିଭାଗ ତରଫରୁ ଦୃଷ୍ଟି ଦେବା ପାଇଁ ଗ୍ରାମବାସୀ ଙ୍କ ଦାବି।
Koraput Town, Koraput | Oct 2, 2026
#କୋରାପୁଟ_ପୌର_ପରିଷଦରେ_ସ୍ୱଚ୍ଛତା_ହିଁ_ସେବା_କାର୍ଯ୍ୟକ୍ରମ ଗାନ୍ଧୀ ଜୟନ୍ତୀ ଅବସରରେ କୋରାପୁଟ ପୌର ପରିଷଦ ପକ୍ଷରୁ ‘ସ୍ୱଚ୍ଛତା ହିଁ ସେବା ୨୦୨୬’ କାର୍ଯ୍ୟକ୍ରମ ଅନୁଷ୍ଠିତ। ସ୍ୱଚ୍ଛତା ପ୍ରତି ସଚେତନତା ଓ ସାମୂହିକ ଅଂଶଗ୍ରହଣ ଉପରେ ଦିଆଗଲା ଗୁରୁତ୍ୱ। 📍 କୋରାପୁଟ ପୌର ପରିଷଦ 📅 ୨ ଅକ୍ଟୋବର ୨୦୨୬ 🎥 କାର୍ଯ୍ୟକ୍ରମର ଝଲକ ଦେଖନ୍ତୁ... #ସ୍ୱଚ୍ଛତାହିଁସେବା #SwachhataHiSeva2026 #Koraput #KoraputMunicipality #GandhiJayanti #KoraputNews #News11Odia
Koraput Town, Koraput | Oct 2, 2026