ନୀଳଗିରି: ବାଲେଶ୍ୱରରେ ସେବା ଜ୍ୟୋତି ଯାତ୍ରା: ସାମିଲ ହେଲେ ନୀଳଗିରି ବିଧାୟକ
ବାଲେଶ୍ୱର ମିଶନ ପଡିଆରେ ଅନୁଷ୍ଠିତ ହୋଇଛି ସେବା ଜ୍ୟୋତି ଯାତ୍ରା। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନୀଳଗିରି ବିଧାୟକ ସନ୍ତୋଷ କୁମାର ଖଟୁଆ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେବା ସଂକଳ୍ପ ଅଭିଯାନ ଅଧୀନରେ ଆୟୋଜିତ ଏହି ସଭାରେ ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଥିଲା।