Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Jharkhand
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Nda
School
Cbi
Mathura
Fatehpur
Jodhpur

ଧର୍ମଗଡ: ବର୍ଷା ପାଣି ନିଷ୍କାସନ ପାଇଁ ଡ୍ରେନ ବ୍ୟବସ୍ଥା ନାହିଁ ତେନ୍ତୁଳିଖୁଣ୍ଟି ପଟେଲପଢା ଠାରେ ଘରେ ଘରେ ପସୁଛି ପାଣି ଅସହାୟ ୧୦ ପରିବାର କଲମପୁର ପଣ୍

Dharamgarh, Kalahandi | Jul 6, 2025
କଲମପୁର ପଣ୍ଡିଗାଁ ଛକରୁ ମୁଖିଗୁଡାକୁ ସଂଯୋଗ ପାଇଁ ଥିବା ରାସ୍ତା ପୂର୍ତ ବିଭାଗ ଅଧ୍ୟାନରେ। ନିର୍ମାଣଧୂନ ଏହି ରାସ୍ତାର ତେନ୍ତୁଳିଖୁଣ୍ଟି ଗ୍ରାମ ପଟେଲ ପଡା ନିକଟରେ ବର୍ଷା ପାଣି ନିଷ୍କାସନ ବ୍ୟବସ୍ଥା ହେଇନହିଁ । ଯେଉଁଥିପାଇଁ ବର୍ଷା ପାଣି ଏବେ ଘରେ ଘରେ ପସୁଛି । ଅସହାୟ ହେଉଛନ୍ତି ୧୦ ପରିବାର । ଗତ ଏକ ମାସ ଧରି ଲାଗି ରହିଥ‌ିବା ଲଗାଣ ବର୍ଷା ପ୍ରଭାବରେ ପ୍ରଭାବିତ ୧୦ ପରିବାର । ପାଣି ନିଷ୍କାସନ ପାଇଁ ଡ୍ରେନ୍ ବ୍ୟବସ୍ଥା ଦାବି କରି ରବିବାର ପ୍ରତିକ୍ରିୟା ରଖିଛନ୍ତି ପଡାବାସୀ।

MORE NEWS