Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Nda
School
Cbi

ପଟ୍ଟାଙ୍ଗୀ: ଯୋଗାଣ ବିଭାଗ ପକ୍ଷରୁ ସେମିଳିଗୁଡାର  ବିଭିନ୍ନ ହୋଟେଲରେ ଚଢ଼ାଉ,ଘୋରେଇ ଗ୍ୟାସ ଜବତ୍ ସହ ଜୋରିମାନା ଆଦାୟ

Pottangi, Koraput | Nov 21, 2025
ସେମିଳିଗୁଡା ଓ ସୁନାବେଡ଼ା ଅଞ୍ଚଳର ବିଭିନ୍ନ ହୋଟେଲରେ ଯୋଗାଣ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଆଜି ଦିନ ୨ଟା ପର୍ଯ୍ୟନ୍ତ ହୋଇଥିବା ଚଢ଼ାଉରେ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟ ଠାରେ ଘୋରେଇ ଗ୍ୟାସ ସିଲିଣ୍ଡର ବ୍ୟବହୃତ ହେଉଥିବା ଦେଖି ସମସ୍ତ ସିଲିଣ୍ଡର ଜବତ୍ କରିବା ସହ ହୋଟେଲ୍ ମାଲିକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ଜୋରିମାନା ଆଦାୟ ହୋଈଥିବା ଜଣାପଡିଛି।

MORE NEWS