Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

ନର୍ଲା: ଗିଗୀନା ମଣ୍ଡି ରେ ଚାଷୀ ଙ୍କ ଧାନ ଅବ୍ୟବସ୍ଥା ନେଇ ଆଜି ରାସ୍ତା ଅବରୋଧ କରିଥିବା ସୂଚନା

Narala, Kalahandi | Jan 17, 2026
ଆଜି ଶନିବାର ଦିନ ଅପରାହ୍ନ ଦୁଇ ଘଣ୍ଟା ସମୟରେ ନର୍ଲା ବ୍ଳକ୍ ଅନ୍ତର୍ଗତ ଗୀଗିନା ମଣ୍ଡି ଠାରେ ଚାଷୀ ଙ୍କ ଧାନ କଟନି ଛଟ ନି ଓ ଟୋକନ ର ଅବଧି ଶେଷ ହେବାରୁ ଶତାଧିକ ଚାଷୀ ଉଦବେଗ ପ୍ରକାଶ ପାଇଥିଲା ଓ ପଲମ୍ମ ଓ ରୁପ୍ରା ରାସ୍ତା କୁ ଚାଷୀ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଥିବା ବେଳେ ବ୍ଳକ୍ ବିଡିଓ ପହଞ୍ଚି ବୁଝାସୁଝା କରିବା ପରେ ସ୍ୱାଭାବିକ ହୋଇଛି