Public App Logo
Jansamasya
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Nda
School
Cbi
Politics

ଝାରସୁଗୁଡା: ଡ଼ିଷ୍ଟ୍ରିକ୍ଟ ଇନଭେସ୍ଟମେଣ୍ଟ ପ୍ରମୋସନ ଏଜେନ୍ସି ବା ଦୀପା ତରଫରୁ ଝାରସୁଗୁଡାର ବିଭିନ୍ନ ନୂତନ ପ୍ରସ୍ତାବିତ ପ୍ରକଳ୍ପ ଅଞ୍ଚଳର ପରିଦର୍ଶନ

Jharsuguda, Jharsuguda | Nov 24, 2025
ଝାରସୁଗୁଡା ଜିଲ୍ଲାରେ କିପରି ଭାବରେ ଶିଳ୍ପାୟନ ଏବଂ ଶିଳ୍ପାୟନ ରେ ନିଯୁକ୍ତି ବୃଦ୍ଧି ପାଇବ ଏନେଇକି ଆଜି ଦିନ ବାରଟା ସମୟରେ ଡ଼ିଷ୍ଟ୍ରିକ୍ଟ ଇନଭେସ୍ଟମେଣ୍ଟ ପ୍ରମୋସନ ଏଜେନ୍ସି ବା ଦୀପା ତରଫରୁ ଝାରସୁଗୁଡାର ବିଭିନ୍ନ ନୂତନ ପ୍ରସ୍ତାବିତ ପ୍ରକଳ୍ପ ଅଞ୍ଚଳର ପରିଦର୍ଶନ କରାଯାଇଥିଲା। ତେବେ ଏହି ଝାରସୁଗୁଡାର ବିଭିନ୍ନ ପ୍ରସ୍ତାବିତ ନୂତନ ପ୍ରକଳ୍ପ ଅଞ୍ଚଳର ପରିଦର୍ଶନ ସମୟରେ ଡ଼ିଷ୍ଟ୍ରିକ୍ଟ ଇନଭେସ୍ଟମେଣ୍ଟ ପ୍ରମୋସନ ଏଜେନ୍ସି ସଦସ୍ୟ ଙ୍କ ସହିତ ଏଏଲଓ ଇଡ୍କୋ ଏବଂ ପ୍ରକଳ୍ପର କର୍ମକର୍ତା ଉପସ୍ଥିତ ରହିଥିବା ଦୀପା ତରଫରୁ ସୂଚନା ଦିଆଯାଇଛି।