ଫୁଲବାଣୀ ସହର: ଫୁଲବାଣି ଅାଦର୍ଶ ବିଦ୍ୟାଳୟ ଠାରେ ଆଲପିନ଼ ଗିଳି ମୁତ୍ୟୁ ବରଣ କରିଥିବା ଘଟଣା ରେ ଗଛାପଡା ଥାନା ରେ ମାମଲା ରୁଜୁ ସୁଚନା
ଫୁଲବାଣି ଅାଦର୍ଶ ବିଦ୍ୟାଳୟ ଠାରେ ଆଲପିନ଼ ଗିଳି ମୁତ୍ୟୁ ବରଣ କରିଥିବା ଘଟଣା ରେ ଗଛାପଡା ଥାନା ରେ ମାମଲା ରୁଜୁ ସୁଚନା ମୁତାବକ ଯେହେତୁ ଘଟଣା ଗଛାପଡା ଅଞ୍ଚଳରେ ଘଟିଲା ସେଥିପାଇଁ ଦାରିଙ୍ଗବାଡି ପୁଲିସ ପକ୍ଷରୁ ଉକ୍ତ ଘଟଣାକୁ ରବିବାର ଦିନ 12ଘଣ୍ଟିକା ସମୟରେ ଗଛପଡା ଥାନା ଅଧିକାରୀ ଚିରଞ୍ଜିବି ଙ୍କ ସୁଚନା ଅନୁସାରେ ଅଭିଯୋଗ ଆସିବା ପରେ ତୁରନ୍ତ ଉକ୍ତ ମାମଲା କୂ ରୁଜୁ କରାଯାଇଛି, ଏବଂ ପ୍ରାଥମିକ ତଦନ୍ତ ଆରମ୍ଭ କରାଯାଇଥିବା ନେଇ ସୁଚନାମିଳିଛି