Public App Logo
Jansamasya
Punjab
Pratapgarh
Live
Westbengal
Ballia
Farrukhabad
Mirzapur
Rain
Haridwar
Tikamgarh
Trending
Prayagraj
Modiji
Protest
���तरपुर
���ोगी_आदित्यनाथ
Letestnews
Arvindkejriwal
Weather
Hapur
Noida
Rahul
Indianews
New_delhi
Akhileshyadav
Newsupdate
Upnews
Dehradun
Viralvideo

ବୌଦ୍ଧ ସଦର: ଶିଆଲଝୁଲି ଜଙ୍ଗଲରେ ଚାଲିଥିବା ମହୁଲିମଦ ତିଆରି ଆଡାରେ ଅବକାରୀ ଚଢ଼ାଉ ୩୦୦କେଜି ପୋଚ ୨୦ଲିଟର ମକୁ ନଷ୍ଟ

ଶିଆଲଝୁଲି ଜଙ୍ଗଲରେ ଚାଲିଥିବା ମହୁଲିମଦ ତିଆରି ଆଡାରେ ଅବକାରୀ ଚଢ଼ାଉ ୩୦୦କେଜି ପୋଚ ୨୦ଲିଟର ମକୁ ନଷ୍ଟ ଆଜି ସନ୍ଧ୍ୟା ୭.୩୦ ସମୟରେ ଜିଲ୍ଲା ଅବକାରୀ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ l ଆଜି ପାଖାପାଖି ସକାଳ ୧୧.୩୦ ମନମୁଣ୍ଡା ଥାନା ଅନ୍ତର୍ଗତ ସିଆଲଝୁଲି ଜଙ୍ଗଲରେ ଚଳିଥିବା ମହୁଲି ମଦ ତିଆରି ଆଡାରେ ଚଢ଼ାଉ କରି, ୩୦୦କେଜି ମହୁଲ ପୋଚ ସହିତ ୨୦ଲିଟର ରନ୍ଧା ମଦକୁ ଜବତ କରି ଘଟଣା ସ୍ଥଳରେ ନଷ୍ଟ କରିଛନ୍ତି l ଏନେଇ ୮୯/୨୦୨୫-୨୬ରେ ମାମଲା ରୁଜୁ କରାଯାଇଥିବା ନେଇ ମନମୁଣ୍ଡା ଅବକାରୀ ଥାନର OIC ଜିଲ୍ଲା ଅବକାରୀ ଅଧୁକାରୀଙ୍କୁ ଅବଗତ କରିଛନ୍ତି