ନୀଳଗିରି: ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ 72ତମ ଜନ୍ମଦିନ: ମିତ୍ରପୁରରେ ହେଲା 108 ୟୁନିଟ୍ ରକ୍ତ ସଂଗ୍ରହ
ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ୭୨ତମ ଜନ୍ମଦିନ ଅବସରରେ ମିତ୍ରପୁର ଠାରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ସାଂସଦ ଓ ନୀଳଗିରି ବିଧାୟକ ଯୋଗଦେଇଥିଲେ। ଶିବିରରୁ ମୋଟ ୧୦୮ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି।