ନୂଆପଡା: ନୂଆପଡା ସୋରିପଦରେ ଭାଇ ଜିଉତୀୟା ପାଳିତ, ଅତିଥି ଭାବେ ଯୋଗଦେଲେ ଭାନୁ ପ୍ରତାପ ସିଂ ମାଝୀ
ନୂଆପଡା ଜିଲ୍ଲା ସଦର ବ୍ଲକ ଜାମପାଣି ପଞ୍ଚାୟତ ସୋରିପଦ ଗ୍ରାମରେ ଭାଇ ଜିଉତୀୟା ପର୍ବ ପାଳିତ। ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ଭାନୁ ପ୍ରତାପ ସିଂ ମାଝୀ ଓ ଯୁବନେତା ସୁଧୀର ମିଶ୍ର ଅତିଥି ଭାବେ ଯୋଗ ଦେଇଛନ୍ତି।