Public App Logo
Jansamasya
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Indore
Nda
School
Politics

ଝରିଗାଁ: ଝରିଗାଁ ତହସିଲ କାର୍ଯ୍ୟାଳୟ ପରିଦର୍ଶନ କଲେ ଜିଲ୍ଲାପାଳ

Jharigan, Nabarangpur | Nov 28, 2025
ଆଜି ଅପରାହ୍ନ 2 ଟାରେ ନବରଙ୍ଗପୁର ଜିଲ୍ଲାପାଳ ଝରିଗାଁ ତହସିଲ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି ଅବସରରେ ଜିଲ୍ଲlପାଳ ବିଭିନ୍ନ ରେକର୍ଡ ପତ୍ର ଯାଞ୍ଚ କରିବା ସହିତ କାର୍ଯ୍ୟାଳୟର ହିସାବ କିତାବ ଯାଞ୍ଚ କରିଥଲେ । ଏହା ସହିତ ସମ୍ପୂର୍ଣ୍ଣ ସ୍ବଚ୍ଛତା ସହ ସମସ୍ତ କାର୍ଯ୍ୟ କରିବାକୁ ନିର୍ଦେଶ ଦେଇଛନ୍ତି।