ମୋହନା: ରାଇପଙ୍କା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଶ୍ରେଣୀ ଗୃହ ବିପଦ ଶଂକୁଳ ଥିବାରୁ ଛାତ୍ର ଛାତ୍ରୀ ଙ୍କ ବାହାରେ ଥିବା ସଭା ମଣ୍ଡପ ରେ ପାଠ ପଢୁଛନ୍ତି
ମୋହନା ବ୍ଲକ ରାଇପଙ୍କା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଶ୍ରେଣୀ ଗୃହ ବିପଦ ଶଂକୁଳ ଥିବାରୁ ଛାତ୍ର ଛାତ୍ରୀ ଙ୍କୁ ବାହାରେ ଥିବା ସଭା ମଣ୍ଡପ ରେ ପାଠ ପଢ଼ା ଯାଉଛି।ଯାହା ଫଳରେ ନାନାଦି ପ୍ରକାର ସମସ୍ୟା ଦେଖା ଯାଉଥିବା ଛାତ୍ର ଛାତ୍ରୀ ଅଭିଯୋଗ କାଟିଛନ୍ତି। ଯାହାକୁ ନେଇ ଆଜି ଦିନ ତିନି ଘଣ୍ଟ ସମୟରେ ଦେଖିବାକୁ ମିଳିଥିଲା