ପାରଳାଖେମୁଣ୍ଡି: ଗଜପତି: ଇନ୍ଷ୍ଟାଗ୍ରାମରେ ଅନ୍ତରଙ୍ଗ ଭିଡିଓ ଭାଇରାଲ୍ କରିବା ଅଭିଯୋଗରେ ଯୁବତୀ ଗିରଫ
ଗଜପତିରେ ଆଦିତ୍ୟ ନାମକ ନକଲି ଆଇଡି ଖୋଲି ଯୁବତୀଙ୍କ ଅନ୍ତରଙ୍ଗ ଫଟୋ ଭାଇରାଲ୍ ଓ ଧମକ ଦେବା ଅଭିଯୋଗରେ ୧୯ ବର୍ଷୀୟା ନନ୍ଦିତା ମହାକୁଡ଼ ଗିରଫ। ବିବାହ ପ୍ରତିଶ୍ରୁତି ଦେଇ ଠକେଇ ଓ ବ୍ଲାକମେଲିଂ କରିଥିଲେ ଅଭିଯୁକ୍ତ।