ନର୍ଲା: ନର୍ଲା ସ୍ଥିତ ବସଷ୍ଟାଣ୍ଡ ନିକଟରେ ଏକ ବାଇକ୍ ଦୁର୍ଘଟନା ଗ୍ରସ୍ତ ହୋଇଥିବା ସୂଚନା
ସୁଚନା ମୁତାବକ ଆଜି ଶୁକ୍ରବର ଦିନ ଅପରାହ୍ନ ଦୁଇ ଘଣ୍ଟା ସମୟରେ ନର୍ଲା ଥାନା ସ୍ଥିତ ବସ୍ ସେ ନିକଟରେ ଏକ ଅଜଣା ବାଇକ୍ ଭରସମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ଏହି ଦୁର୍ଘଟଣା ରେ ବୈକ ଚାଳକ ଅଳ୍ପକେ ବର୍ତ୍ତି ଯାଇଥିଲେ ଏ ନେଇ ଥାନାରେ ଅଭିଯୋଗ ହୋଇନାହିଁ ସୁରକ୍ଷିତ ରହିଥିବା ସୂଚନା ମିଳିଛି