Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Accident
Congress
Modi
Delhi
Viral
Crime
Up
अमित_शाह
Bollywood
दिल्ली
Breakingnews
Narendramodi
Madhya_pradesh
Mp
Nsui
उत्तरप्रदेश
Pmmodi
Rahulgandhi
यूपी
Uttarpradesh

ରାଉରକେଲା ମ୍ୟୁନିସିପାଲଟି: ଜିଲ୍ଲାରେ ଗତ 24 ଘଣ୍ଟା ମଧ୍ୟରେ ହେଇଥିବା ତାପମାତ୍ର ସମ୍ପର୍କିତ ସୂଚନା ପ୍ରଦାନ

Raurkela M, Sundargarh | Jun 12, 2026

MORE NEWS

ସଂସଦରେ ରାଜନାଥ କହିଥିଲେ ଅପରେସନ୍ ସିନ୍ଦୂରରେ କୌଣସି ଯବାନଙ୍କ ହୋଇନଥିଲା ମୃତ୍ୟୁ, ପୁଣି କେଉଁ ୬ ଯବାନଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳି ???

ସଂସଦରେ ରାଜନାଥ କହିଥିଲେ ଅପରେସନ୍ ସିନ୍ଦୂରରେ କୌଣସି ଯବାନଙ୍କ ହୋଇନଥିଲା ମୃତ୍ୟୁ, ପୁଣି କେଉଁ ୬ ଯବାନଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳି ???

Raurkela M, Sundargarh | Jun 27, 2026

ଋଣ ପ୍ରଲୋଭନରେ ଠକେଇ : ଜଣେ ଗିରଫ, ବିପୁଳ ସାମଗ୍ରୀ ଜବତ

ଋଣ ପ୍ରଲୋଭନରେ ଠକେଇ : ଜଣେ ଗିରଫ, ବିପୁଳ ସାମଗ୍ରୀ ଜବତ

Raurkela M, Sundargarh | Jun 27, 2026

Times Health Icons Odisha କାର୍ଯ୍ୟକ୍ରମରେ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ରାଜ୍ୟର ସ୍ୱାସ୍ଥ୍ୟ କ୍ଷେତ୍ରରେ ସରକାରଙ୍କ ରୂପାନ୍ତରମୂଳକ ପଦକ୍ଷେପ, ଆୟୁଷ୍ମାନ ଭାରତର ସଫଳ କାର୍ଯ୍ୟକାରିତା, ସ୍ୱାସ୍ଥ୍ୟ ଭିତ୍ତିଭୂମିର ସୁଦୃଢ଼ୀକରଣ, ଡିଜିଟାଲ ସ୍ୱାସ୍ଥ୍ୟ ସେବା, AI-ଆଧାରିତ ଚିକିତ୍ସା ବ୍ୟବସ୍ଥା ଓ ବିଶ୍ୱସ୍ତରୀୟ ମେଡି-ସିଟି ପ୍ରତିଷ୍ଠାର ଦୂରଦର୍ଶୀ ଭିଜନ୍ ସମ୍ପର୍କରେ ମତ ରଖିଛନ୍ତି। ସୁସ୍ଥ ଓଡ଼ିଶା ହେଉଛି ସମୃଦ୍ଧ ଓଡ଼ିଶାର ସବୁଠାରୁ ଶକ୍ତିଶାଳୀ ମୂଳଦୁଆ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି।

ରାଜ୍ୟର ୩୫ତମ ଓ ୩୬ତମ, ​ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ମୁଖ୍ୟମନ୍ତ୍ରୀ...

ରାଜ୍ୟର ୩୫ତମ ଓ ୩୬ତମ, ​ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ମୁଖ୍ୟମନ୍ତ୍ରୀ...

Raurkela M, Sundargarh | Jun 27, 2026

**ବିଳମ୍ୱିତ ରାତିରେ ଦୋକାନରୁ ଲୁଟ୍***

           ପ୍ରାପ୍ତ ସୂଚନା କ୍ରମେ ଗତ କାଲି ବିଳମ୍ବିତ ରାତିରେ ହିନ୍ଦୋଳ ବ୍ଳକ୍ ଗଣ୍ଡାନାଳୀ ଗ୍ରାମର ବିଦ୍ୟାଧରସାହୁଙ୍କର ପୁରୁଣା କଟକ ସମ୍ବଲପୁର ରାସ୍ତା ପାର୍ଶ୍ବସ୍ଥ ଦୋକାନର କବାଟ ତାଡ଼ି ଅଜଣା ଦୁର୍ବୁର୍ତ୍ତ ଦୋକାନରେ ଥିବା ୪୫ ହଜାର ଟଙ୍କା ଏବଂ ଗୋଟେ ଗ୍ରାମ ସୁନା କଏନ୍ ସହ ବିଭିନ୍ନ ସାମଗ୍ରୀ ଲୁଟିନେଇଛନ୍ତି।ବିଦ୍ୟାଧରସାହୁଙ୍କ ପୁଅ ଭବାନୀ ସାହୁ  ଏଥି ନେଇ ରାସୋଳ ଥାନା ରେ ଅଭିଯୋଗ କରିଥିବା ବେଳେ ପୋଲିସ ପାଟ୍ରୋଲିଂ ଦୁର୍ବଳ ଥିବାରୁ ପୂରୂଣାସକଟକ ସମ୍ବଲପୁର ରାସ୍ତା ଆନ୍ତଃରାଜ୍ୟ ଅପରାଧୀ ମାନଙ୍କର ନିର୍ଭୟ ଚଲାପଥ ପାଲଟିଛି। ଅକ୍ଳେଶରେ ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ କରି ଚାଲି ଯାଉଛନ୍ତି।ତେବେ ଏଥି ପ୍ରତି ସ୍ଥାନୀୟ ପୋଲିସ ଯତ୍ନବାନ ହେଲେ ଏସବୁ କୁ ଏଡାଇ ଦିଆ ଯାଇ ପାରିବ ବୋଲି ସାଧାରଣରେ କ୍ଷୋଭକ୍ତି ପ୍ରକାଶ କରିଛନ୍ତି।ହିନ୍ଦୋଳରୁ ରଙ୍ଗାଧର ସାହୁଙ୍କ ରିପୋର୍ଟ

**ବିଳମ୍ୱିତ ରାତିରେ ଦୋକାନରୁ ଲୁଟ୍*** ପ୍ରାପ୍ତ ସୂଚନା କ୍ରମେ ଗତ କାଲି ବିଳମ୍ବିତ ରାତିରେ ହିନ୍ଦୋଳ ବ୍ଳକ୍ ଗଣ୍ଡାନାଳୀ ଗ୍ରାମର ବିଦ୍ୟାଧରସାହୁଙ୍କର ପୁରୁଣା କଟକ ସମ୍ବଲପୁର ରାସ୍ତା ପାର୍ଶ୍ବସ୍ଥ ଦୋକାନର କବାଟ ତାଡ଼ି ଅଜଣା ଦୁର୍ବୁର୍ତ୍ତ ଦୋକାନରେ ଥିବା ୪୫ ହଜାର ଟଙ୍କା ଏବଂ ଗୋଟେ ଗ୍ରାମ ସୁନା କଏନ୍ ସହ ବିଭିନ୍ନ ସାମଗ୍ରୀ ଲୁଟିନେଇଛନ୍ତି।ବିଦ୍ୟାଧରସାହୁଙ୍କ ପୁଅ ଭବାନୀ ସାହୁ ଏଥି ନେଇ ରାସୋଳ ଥାନା ରେ ଅଭିଯୋଗ କରିଥିବା ବେଳେ ପୋଲିସ ପାଟ୍ରୋଲିଂ ଦୁର୍ବଳ ଥିବାରୁ ପୂରୂଣାସକଟକ ସମ୍ବଲପୁର ରାସ୍ତା ଆନ୍ତଃରାଜ୍ୟ ଅପରାଧୀ ମାନଙ୍କର ନିର୍ଭୟ ଚଲାପଥ ପାଲଟିଛି। ଅକ୍ଳେଶରେ ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ କରି ଚାଲି ଯାଉଛନ୍ତି।ତେବେ ଏଥି ପ୍ରତି ସ୍ଥାନୀୟ ପୋଲିସ ଯତ୍ନବାନ ହେଲେ ଏସବୁ କୁ ଏଡାଇ ଦିଆ ଯାଇ ପାରିବ ବୋଲି ସାଧାରଣରେ କ୍ଷୋଭକ୍ତି ପ୍ରକାଶ କରିଛନ୍ତି।ହିନ୍ଦୋଳରୁ ରଙ୍ଗାଧର ସାହୁଙ୍କ ରିପୋର୍ଟ

Raurkela M, Sundargarh | Jun 27, 2026

ରାଉରକେଲା ମ୍ୟୁନିସିପାଲଟି: ଜିଲ୍ଲାରେ ଗତ 24 ଘଣ୍ଟା ମଧ୍ୟରେ ହେଇଥିବା ତାପମାତ୍ର ସମ୍ପର୍କିତ ସୂଚନା ପ୍ରଦାନ - Raurkela M News