ପାରଳାଖେମୁଣ୍ଡି: ଗଜପତି ମହାରାଜାଙ୍କ ଇଷ୍ଟଦେବୀ ମା' ମାଣିକେଶ୍ବରୀଙ୍କ ପୀଠର ନିଆରା ପରମ୍ପରା
ପାରଳାଖେମୁଣ୍ଡି ଅଙ୍କସାହିରେ ବିରାଜିତା ଗଜପତି ମହାରାଜାଙ୍କ ଇଷ୍ଟଦେବୀ ମା' ମାଣିକେଶ୍ବରୀ। ଏଠାରେ ମା'ଙ୍କୁ ଜିଅନ୍ତା ମାଗୁର ମାଛ ଭେଟି ଦେବାର ଏକ ସ୍ୱତନ୍ତ୍ର ପରମ୍ପରା ରହିଛି। ଜାଣନ୍ତୁ ମନ୍ଦିରର ପୂଜା ପଦ୍ଧତି ଓ ମହିମା ବିଷୟରେ।