Public App Logo
Jansamasya
News
Maharashtra
Bjp
National
Police
Bihar
Coronavirus
कांग्रेस
मौत
Accident
Congress
Modi
Delhi
Viral
मध्यप्रदेश
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Rahulgandhi
Chhattisgarh
Uttarpradesh
Haryana
Uttarakhand
लखनऊ
Crimenews

କୋରାପୁଟ ସହର: କୋରାପୁଟ ଟାଉନ୍ ହଲରେ ଜିଲ୍ଲା ସଭାପତି ଚୟନ ପକ୍ରିୟାରେ କଂଗ୍ରେସ ନେତା ଓ କର୍ମୀ ମାନଙ୍କ ମତ ଗ୍ରହଣ କଲେ ପ୍ରଭାରୀ

Koraput Town, Koraput | Sep 4, 2025
କୋରାପୁଟ ଜିଲ୍ଲାରେ କଂଗ୍ରେସ ଜିଲ୍ଲା ସଭାପତି ଚୟନ ପକ୍ରିୟା ଆରମ୍ଭ ହୋଇଯାଇଛି। ଗୁରୁବାର ଅପରାହ୍ନ ୪ଟା ପର୍ଯ୍ୟନ୍ତ କୋରାପୁଟ ଟାଉନ୍ ହଲରେ ସ୍ଥାନୀୟ କଂଗ୍ରେସ ନେତା ଓ କର୍ମୀ ମାନଙ୍କ ମତ ଗ୍ରହଣ କରିଛନ୍ତି ଜିଲ୍ଲା ପ୍ରଭାରୀ ଗଣେଶ ଯାଦବ।  ସମସ୍ତଙ୍କ ମତ ନେଇ ଚଳିତବର୍ଷ କଂଗ୍ରେସ ଜିଲ୍ଲା ସଭାପତି ଚୟନ କରାଯିବ ବୋଲି ଜଣାପଡିଛି।

MORE NEWS

🙏 ଜୟ ଜଗନ୍ନାଥ 🙏

ଆଜି ପବିତ୍ର ରଥଯାତ୍ରା। ଆଜିର ଏହି ମହାପବିତ୍ର ଦିନରେ କାଳିଆ ସାଆନ୍ତ ନିଜ ଜନ୍ମମାଟି ଓ ଭକ୍ତଙ୍କ ପାଖକୁ ଯାତ୍ରା କରିବେ। ଏହି ଦିବ୍ୟ ଲୀଳାର ସାକ୍ଷୀ ହେବା ପାଇଁ ଭକ୍ତମାନେ ଚାହିଁ ରହିଛନ୍ତି।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ଭକ୍ତିଭାବ ଆଣିଦେଉ।

"ଆଜି ଜନ୍ମମାଟିକୁ ଯିବେ ପ୍ରଭୁ ଜଗନ୍ନାଥ, ଭକ୍ତଙ୍କ ମେଳରେ ଗଡ଼ିବ ମହାପ୍ରଭୁଙ୍କ ରଥ।" 🚩🙏

ଜୟ ଜଗନ୍ନାଥ 🌼🛕
#RathaYatra #JaiJagannath #Koraput #SabaraSrikhetra #Odisha

🙏 ଜୟ ଜଗନ୍ନାଥ 🙏 ଆଜି ପବିତ୍ର ରଥଯାତ୍ରା। ଆଜିର ଏହି ମହାପବିତ୍ର ଦିନରେ କାଳିଆ ସାଆନ୍ତ ନିଜ ଜନ୍ମମାଟି ଓ ଭକ୍ତଙ୍କ ପାଖକୁ ଯାତ୍ରା କରିବେ। ଏହି ଦିବ୍ୟ ଲୀଳାର ସାକ୍ଷୀ ହେବା ପାଇଁ ଭକ୍ତମାନେ ଚାହିଁ ରହିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ଭକ୍ତିଭାବ ଆଣିଦେଉ। "ଆଜି ଜନ୍ମମାଟିକୁ ଯିବେ ପ୍ରଭୁ ଜଗନ୍ନାଥ, ଭକ୍ତଙ୍କ ମେଳରେ ଗଡ଼ିବ ମହାପ୍ରଭୁଙ୍କ ରଥ।" 🚩🙏 ଜୟ ଜଗନ୍ନାଥ 🌼🛕 #RathaYatra #JaiJagannath #Koraput #SabaraSrikhetra #Odisha

Koraput Town, Koraput | Jul 16, 2026

🙏 ଜୟ ଜଗନ୍ନାଥ 🙏

ପବିତ୍ର ରଥଯାତ୍ରା ଅବସରରେ ସକାଳୁ ସକାଳୁ କୋରାପୁଟର ପବିତ୍ର ଶାବର ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦିବ୍ୟ ଦର୍ଶନ କରି ମନ ପ୍ରଫୁଲ୍ଲିତ ହୋଇଉଠିଲା।

ମହାପ୍ରଭୁଙ୍କ ଅପାର କୃପା ସମସ୍ତଙ୍କ ଉପରେ ବର୍ଷିତ ହେଉ। ସମସ୍ତଙ୍କ ଜୀବନ ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳରେ ପରିପୂର୍ଣ୍ଣ ହେଉ।

ଜୟ ଜଗନ୍ନାଥ। 🙏🚩
#RathaYatra #JaiJagannath #Koraput #SabaraSrikhetra #Odisha

🙏 ଜୟ ଜଗନ୍ନାଥ 🙏 ପବିତ୍ର ରଥଯାତ୍ରା ଅବସରରେ ସକାଳୁ ସକାଳୁ କୋରାପୁଟର ପବିତ୍ର ଶାବର ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦିବ୍ୟ ଦର୍ଶନ କରି ମନ ପ୍ରଫୁଲ୍ଲିତ ହୋଇଉଠିଲା। ମହାପ୍ରଭୁଙ୍କ ଅପାର କୃପା ସମସ୍ତଙ୍କ ଉପରେ ବର୍ଷିତ ହେଉ। ସମସ୍ତଙ୍କ ଜୀବନ ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳରେ ପରିପୂର୍ଣ୍ଣ ହେଉ। ଜୟ ଜଗନ୍ନାଥ। 🙏🚩 #RathaYatra #JaiJagannath #Koraput #SabaraSrikhetra #Odisha

Koraput Town, Koraput | Jul 16, 2026

#ଦୁର୍ଘଟଣାରେ_ଯୁବକଙ୍କ_ମୃତ୍ୟୁ_କ୍ଷତିପୂରଣ_ଦାବିରେ_ଧାରଣାରେ_ବସିଲେ_ଗ୍ରାମବାସୀ_ପରିବାର 
କୋଟପାଡ଼ ଥାନା ଅନ୍ତର୍ଗତ ଡ଼ଙ୍ଗରୀ ଜାତୀୟ ରାଜପଥରେ ବାଇକ୍ ଓ ଇନଭା କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା l ଦୁର୍ଘଟଣାରେ ଜଣେ ମୃତ l କ୍ଷତି ପୂରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତା ରୋକ l ମୃତକ ସୁତିପଦର ଗ୍ରାମର ଗୁଡୁ ବିନ୍ଧାଣି ବୋଲି ଜଣାପଡିଛି l
#Accident #kotpad #fbviralvideo #kotpadbreakingnews

#ଦୁର୍ଘଟଣାରେ_ଯୁବକଙ୍କ_ମୃତ୍ୟୁ_କ୍ଷତିପୂରଣ_ଦାବିରେ_ଧାରଣାରେ_ବସିଲେ_ଗ୍ରାମବାସୀ_ପରିବାର କୋଟପାଡ଼ ଥାନା ଅନ୍ତର୍ଗତ ଡ଼ଙ୍ଗରୀ ଜାତୀୟ ରାଜପଥରେ ବାଇକ୍ ଓ ଇନଭା କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା l ଦୁର୍ଘଟଣାରେ ଜଣେ ମୃତ l କ୍ଷତି ପୂରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତା ରୋକ l ମୃତକ ସୁତିପଦର ଗ୍ରାମର ଗୁଡୁ ବିନ୍ଧାଣି ବୋଲି ଜଣାପଡିଛି l #Accident #kotpad #fbviralvideo #kotpadbreakingnews

Koraput Town, Koraput | Jul 15, 2026

#ଟାୟାର_ଜାଳି_ଧାରଣାରେ_ଡ଼ଙ୍ଗରୀଗ୍ରାମବାସୀ
କୋଟପାଡ଼-ଜଗଦଲପୁର ରାସ୍ତା ଡ଼ଙ୍ଗରୀ ଗ୍ରାମ ନିକଟରେ ବାଇକ୍ ଓ ଇନଭା କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା l ଦୁର୍ଘଟଣାରେ ଜଣେ ମୃତ l କ୍ଷତି ପୂରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତା ରୋକ l ମୃତକ ସୁତିପଦର ଗ୍ରାମର ଗୁଡୁ ବିନ୍ଧାଣି ବୋଲି ଜଣାପଡିଛି l
#Accident #kotpad #fbviralvideo #kotpadbreakingnews

#ଟାୟାର_ଜାଳି_ଧାରଣାରେ_ଡ଼ଙ୍ଗରୀଗ୍ରାମବାସୀ କୋଟପାଡ଼-ଜଗଦଲପୁର ରାସ୍ତା ଡ଼ଙ୍ଗରୀ ଗ୍ରାମ ନିକଟରେ ବାଇକ୍ ଓ ଇନଭା କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା l ଦୁର୍ଘଟଣାରେ ଜଣେ ମୃତ l କ୍ଷତି ପୂରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତା ରୋକ l ମୃତକ ସୁତିପଦର ଗ୍ରାମର ଗୁଡୁ ବିନ୍ଧାଣି ବୋଲି ଜଣାପଡିଛି l #Accident #kotpad #fbviralvideo #kotpadbreakingnews

Koraput Town, Koraput | Jul 15, 2026

🛕🚩 କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ମହା ଆଡମ୍ବରରେ ପାଳିତ ହେବ ରଥଯାତ୍ରା 🙏

ପବିତ୍ର କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ଚଳିତ ବର୍ଷ ରଥଯାତ୍ରା ମହା ଆଡମ୍ବର ଓ ଭକ୍ତିମୟ ପରିବେଶରେ ପାଳନ କରାଯିବ। ଏହି ଅବସରରେ ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି କୋରାପୁଟ ପୌର ପରିଷଦ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ରଥଯାତ୍ରାକୁ ସୁରକ୍ଷିତ ଓ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ସଫେଇ ବ୍ୟବସ୍ଥା, ପାନୀୟ ଜଳ, ଆଲୋକୀକରଣ, ସ୍ୱଚ୍ଛତା ଓ ଅନ୍ୟାନ୍ୟ ନାଗରିକ ସୁବିଧା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାରେ ସାମିଲ ହୋଇ ଏହି ଦିବ୍ୟ ମୁହୂର୍ତ୍ତର ସାକ୍ଷୀ ହେବାକୁ ସମସ୍ତ ଭକ୍ତଙ୍କୁ ଆହ୍ୱାନ।

ଜୟ ଜଗନ୍ନାଥ। 🙏🚩

#ରଥଯାତ୍ରା #ଶାବରଶ୍ରୀକ୍ଷେତ୍ର #କୋରାପୁଟ #ଜୟଜଗନ୍ନାଥ #Koraput #RathYatra2026

🛕🚩 କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ମହା ଆଡମ୍ବରରେ ପାଳିତ ହେବ ରଥଯାତ୍ରା 🙏 ପବିତ୍ର କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ଚଳିତ ବର୍ଷ ରଥଯାତ୍ରା ମହା ଆଡମ୍ବର ଓ ଭକ୍ତିମୟ ପରିବେଶରେ ପାଳନ କରାଯିବ। ଏହି ଅବସରରେ ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି କୋରାପୁଟ ପୌର ପରିଷଦ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରଥଯାତ୍ରାକୁ ସୁରକ୍ଷିତ ଓ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ସଫେଇ ବ୍ୟବସ୍ଥା, ପାନୀୟ ଜଳ, ଆଲୋକୀକରଣ, ସ୍ୱଚ୍ଛତା ଓ ଅନ୍ୟାନ୍ୟ ନାଗରିକ ସୁବିଧା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାରେ ସାମିଲ ହୋଇ ଏହି ଦିବ୍ୟ ମୁହୂର୍ତ୍ତର ସାକ୍ଷୀ ହେବାକୁ ସମସ୍ତ ଭକ୍ତଙ୍କୁ ଆହ୍ୱାନ। ଜୟ ଜଗନ୍ନାଥ। 🙏🚩 #ରଥଯାତ୍ରା #ଶାବରଶ୍ରୀକ୍ଷେତ୍ର #କୋରାପୁଟ #ଜୟଜଗନ୍ନାଥ #Koraput #RathYatra2026

Koraput Town, Koraput | Jul 15, 2026

କୋରାପୁଟ ସହର: କୋରାପୁଟ ଟାଉନ୍ ହଲରେ ଜିଲ୍ଲା ସଭାପତି ଚୟନ ପକ୍ରିୟାରେ କଂଗ୍ରେସ ନେତା ଓ କର୍ମୀ ମାନଙ୍କ ମତ ଗ୍ରହଣ କଲେ ପ୍ରଭାରୀ - Koraput Town News