Public App Logo
Jansamasya
News
Bjp
National
Police
Bihar
India
कांग्रेस
Gujarat
Accident
Congress
Modi
Delhi
Viral
मारपीट
Jharkhand
Breakingnews
Narendramodi
Nitishkumar
Madhya_pradesh
Nsui
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
Crimenews

#ସେଣ୍ଟ_ଜାଭିୟର୍ସ_ପବ୍ଲିକ_ସ୍କୁଲ_ପକ୍ଷରୁ_ଡାକ୍ତର_ଦିବସ_ପାଳିତ। #HAPPYDOCTERDAY #HAPPYDOCTORSDAY2026 #NATIONALDOCTERDAY2026 #CELEBRATIONDOCTRSDAYATXTXAVIARpUBLICSCHOOL #STXAVIERSPUBLICSCHOOL #STXPLANSKUTUMB #STXIAVIERPUBLICSCHOOLNEULAPUR #chairmandushmantkumarpanda #RabindraKumarTripathi #JAJPUR #CHANDIKHOL #NEULAPUR #ASMITAKHABAR ଆଜି ହେଉଛି ଜାତୀୟ ଡାକ୍ତର ଦିବସ। ଡାକ୍ତରମାନଙ୍କ ସେବାକୁ ସମ୍ମାନ ଜଣାଇ ପ୍ରତିବର୍ଷ ପରି ଜୁଲାଇ ୧ ତାରିଖକୁ ସମଗ୍ର ଦେଶରେ ଜାତୀୟ ଡାକ୍ତର ଦିବସ ପାଳନ କରାଯାଉଛି। ଡାକ୍ତରଙ୍କୁ ଲୋକେ ଦ୍ଵିତୀୟ ଭଗବାନ ଭାବେ ସମ୍ମାନ ଦେଇଥାନ୍ତି। ଭାରତରେ ୧୯୯୧ ମସିହାରେ ପ୍ରଥମେ ଜାତୀୟ ଡାକ୍ତର ଦିବସ ପାଳନ କରାଯାଇଥିଲା। ସେବେଠାରୁ ଜୁଲାଇ ୧ ତାରିଖରେ ଏହି ଦିବସ ପାଳିତ ହୋଇଆସୁଛି। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଡାକ୍ତର ବିଧାନ ଚନ୍ଦ୍ର ରୟଙ୍କୁ ସମ୍ମାନ ଜଣାଇ ଜାତୀୟ ଡାକ୍ତର ଦିବସ ପାଳନ ଆରମ୍ଭ ହୋଇଥିଲା। ଦେଶର ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ତାଙ୍କର ମହତ୍ତ୍ଵପୂର୍ଣ୍ଣ ଯୋଗଦାନ ରହିଥିଲା। ଡାକ୍ତର ବିସି ରାୟଙ୍କୁ ୧୯୬୧ ମସିହା ଫେବ୍ରୁଆରି ୪ ତାରିଖରେ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଡାକ୍ତର ବିସି ରୟଙ୍କ ଜନ୍ମ ୧୮୮୨ ମସିହା ଜୁଲାଇ ୧ ତାରିଖରେ ହୋଇଥିବାବେଳେ ୧୯୬୨ ମସିହା ଜୁଲାଇ ୧ ତାରିଖରେ ତାଙ୍କର ନିଧନ ହୋଇଥିଲା। ଏହି କାରଣରୁ ଜୁଲାଇ ୧ ତାରିଖକୁ ଜାତୀୟ ଡାକ୍ତର ଦିବସ ପାଳନ କରାଯାଉଛି। ପ୍ରତିବର୍ଷ ପ୍ରତି ବର୍ଷ ପରି ଚଳିତ ବର୍ଷ ନେଉଳପୁର ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନେ ଏହି ଦିବସ ପାଳନ କରିଥିବାର ଦେଖିବାକୁ ମିଳିଛି । ଛାତ୍ର ଛାତ୍ରୀ , ଅଧ୍ୟକ୍ଷ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଚଣ୍ଡିଖୋଲ ଅଞ୍ଚଳର ବିଶିଷ୍ଟ ଡାକ୍ତର ପ୍ରାକ୍ତନ ସିଡିଏମଓ ଓ ବିଜୟ କୁମାର ଶତପଥୀ, ଡାକ୍ତର ସନ୍ତୋଷ କୁମାର ବେହେରା, ଡାକ୍ତର ହରିହର ପଣ୍ଡା ଓ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର କାର୍ଯ୍ୟରତ ଡାକ୍ତରଙ୍କୁ ଉପଢ଼ୌକନ ଓ ପୁଷ୍ପାଗୁଛ ଦେଇ ସମ୍ମାନୀତ କରିଥିଲେ । ଛାତ୍ର ଛାତ୍ରୀ ମାନେ ଭବିଷ୍ୟତରେ ଡ଼ାକ୍ତର ହେବାପାଇଁ କଣ କଣ ପାଠ ପଢିବା ଦରକାର ସେ ନେଇ ତାଙ୍କ ଠାରୁ ଶିକ୍ଷା ଲାଭ କରିଥିଲେ।

Jajapur, Jajpur | Jul 1, 2026

MORE NEWS

#ମହାବିନାୟକ_ପୀଠରେ_କାଉଡ଼ିଆଙ୍କ_ଭିଡ଼,
#ବାବାଙ୍କୁ_ଜଳାଭିଷେକ_କଲେ_ହଜାର_ହଜାର_ଭକ୍ତ
ବୋଲ ବମ୍ ଧ୍ୱନିରେ କମ୍ପିଲା ମହାବିନାୟକ ପୀଠ; ଶୃଙ୍ଖଳିତ ଭାବେ ପାଣି ଢାଳି ପୂଜାର୍ଚ୍ଚନା କଲେ କାଉଡ଼ିଆ ଭକ୍ତ
#Bolbom
#PaniBhara 
#ShrabanaMasa
#Mahabinayaktemple 
#Mahabinayak
#HaraHarMahadeb
#Jajpur
#chandikhol 
#ASMITAKHABAR

#ମହାବିନାୟକ_ପୀଠରେ_କାଉଡ଼ିଆଙ୍କ_ଭିଡ଼, #ବାବାଙ୍କୁ_ଜଳାଭିଷେକ_କଲେ_ହଜାର_ହଜାର_ଭକ୍ତ ବୋଲ ବମ୍ ଧ୍ୱନିରେ କମ୍ପିଲା ମହାବିନାୟକ ପୀଠ; ଶୃଙ୍ଖଳିତ ଭାବେ ପାଣି ଢାଳି ପୂଜାର୍ଚ୍ଚନା କଲେ କାଉଡ଼ିଆ ଭକ୍ତ #Bolbom #PaniBhara #ShrabanaMasa #Mahabinayaktemple #Mahabinayak #HaraHarMahadeb #Jajpur #chandikhol #ASMITAKHABAR

Jajapur, Jajpur | Aug 3, 2026

#ଶ୍ରାବଣ_ମାସ_ପାଣିଭାରର_ଜାଣନ୍ତୁ_ନିୟମ 
ଧାରାଶ୍ରୀ ଶ୍ରାବଣ ମାସରେ ଭକ୍ତମାନେ ଜଳ ଲାଗି କରିବା ପାଇଁ ନିମନ୍ତେ ପାଣିଭାର ନେଇ ବିଭିନ୍ନ ଶୈବପୀଠକୁ ଯାଆନ୍ତି। ହେଲେ ପାଣିଭାର ନେବା ପାଇଁ କଣ ରହିଛି ପାଳନ ନିୟମ ଦେଖନ୍ତୁ ଏହି ଭିଡ଼ିଓ ଅସ୍ମିତା ଖବର ଡିଜିଟାଲ ମିଡିଆ ମାଧ୍ୟମରେ । 
#Bolbom
#PaniBhara 
#ShrabanaMasa
#Raghunathapanda
#ShaibaPitha 
#HaraHarMahadeb
#SpritualSpeach 
#ASMITAKHABAR

#ଶ୍ରାବଣ_ମାସ_ପାଣିଭାରର_ଜାଣନ୍ତୁ_ନିୟମ ଧାରାଶ୍ରୀ ଶ୍ରାବଣ ମାସରେ ଭକ୍ତମାନେ ଜଳ ଲାଗି କରିବା ପାଇଁ ନିମନ୍ତେ ପାଣିଭାର ନେଇ ବିଭିନ୍ନ ଶୈବପୀଠକୁ ଯାଆନ୍ତି। ହେଲେ ପାଣିଭାର ନେବା ପାଇଁ କଣ ରହିଛି ପାଳନ ନିୟମ ଦେଖନ୍ତୁ ଏହି ଭିଡ଼ିଓ ଅସ୍ମିତା ଖବର ଡିଜିଟାଲ ମିଡିଆ ମାଧ୍ୟମରେ । #Bolbom #PaniBhara #ShrabanaMasa #Raghunathapanda #ShaibaPitha #HaraHarMahadeb #SpritualSpeach #ASMITAKHABAR

Jajapur, Jajpur | Aug 2, 2026

#ବ୍ରଜପାତରେ_ଜଣେ_ମୃତ_ଦୁଇ_ଗୃରୁତର
ସମିଆ ସ୍ଥିତ ଏକ ବିଲରେ କାମ କରୁଥିବା ସମୟରେ ବଜ୍ରପାତ ହୋଇଥିବାରୁ ଜଣଙ୍କ ମୃତ୍ୟୁ ଘଟିଛି । ମୃତ ଜଣକ ଚଣ୍ଡିତଳ ପଞ୍ଚାୟତର  କୁମର ମଲ୍ଲିକଙ୍କ ପୁତ୍ର ଚନ୍ଦନ ( ୨୮ ) ସମିଆ ସ୍ଥିତ ତାଙ୍କ ବନ୍ଧୁ ପରିଜନ ଙ୍କ ବିଲ କ୍ଷେତରେ କାମକରୁଥିବା ସମୟରେ ବଜ୍ରପାତ ହୋଇଥିଲା । ସେଠାରେ  ସେ ସଙ୍ଗ୍ୟାହୀନ ହୋଇପଡିଲେ , ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିବାରୁ ଜଣାପଡ଼ିଛି । ଅନ୍ୟ ଦୁଇ ଜଣ ଗୃରୁତର ହୋଇଥିବା ସୂଚନା ମିଳିଛି। 
#BreakingNews 
#LightningStrike
#Thunderbolt
#OdishaWeather
#Accident
#WeatherAlert 
#OdishaNews
#Barchana
#Budhakendua
#ASMITAKHABAR

#ବ୍ରଜପାତରେ_ଜଣେ_ମୃତ_ଦୁଇ_ଗୃରୁତର ସମିଆ ସ୍ଥିତ ଏକ ବିଲରେ କାମ କରୁଥିବା ସମୟରେ ବଜ୍ରପାତ ହୋଇଥିବାରୁ ଜଣଙ୍କ ମୃତ୍ୟୁ ଘଟିଛି । ମୃତ ଜଣକ ଚଣ୍ଡିତଳ ପଞ୍ଚାୟତର କୁମର ମଲ୍ଲିକଙ୍କ ପୁତ୍ର ଚନ୍ଦନ ( ୨୮ ) ସମିଆ ସ୍ଥିତ ତାଙ୍କ ବନ୍ଧୁ ପରିଜନ ଙ୍କ ବିଲ କ୍ଷେତରେ କାମକରୁଥିବା ସମୟରେ ବଜ୍ରପାତ ହୋଇଥିଲା । ସେଠାରେ ସେ ସଙ୍ଗ୍ୟାହୀନ ହୋଇପଡିଲେ , ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିବାରୁ ଜଣାପଡ଼ିଛି । ଅନ୍ୟ ଦୁଇ ଜଣ ଗୃରୁତର ହୋଇଥିବା ସୂଚନା ମିଳିଛି। #BreakingNews #LightningStrike #Thunderbolt #OdishaWeather #Accident #WeatherAlert #OdishaNews #Barchana #Budhakendua #ASMITAKHABAR

Jajapur, Jajpur | Aug 2, 2026

#ସେଣ୍ଟ_ଜାଭିୟର୍ସ_ପବ୍ଲିକ_ସ୍କୁଲ_ପକ୍ଷରୁ_ଡାକ୍ତର_ଦିବସ_ପାଳିତ। #HAPPYDOCTERDAY #HAPPYDOCTORSDAY2026 #NATIONALDOCTERDAY2026 #CELEBRATIONDOCTRSDAYATXTXAVIARpUBLICSCHOOL #STXAVIERSPUBLICSCHOOL #STXPLANSKUTUMB #STXIAVIERPUBLICSCHOOLNEULAPUR #chairmandushmantkumarpanda #RabindraKumarTripathi #JAJPUR #CHANDIKHOL #NEULAPUR #ASMITAKHABAR ଆଜି ହେଉଛି ଜାତୀୟ ଡାକ୍ତର ଦିବସ। ଡାକ୍ତରମାନଙ୍କ ସେବାକୁ ସମ୍ମାନ ଜଣାଇ ପ୍ରତିବର୍ଷ ପରି ଜୁଲାଇ ୧ ତାରିଖକୁ ସମଗ୍ର ଦେଶରେ ଜାତୀୟ ଡାକ୍ତର ଦିବସ ପାଳନ କରାଯାଉଛି। ଡାକ୍ତରଙ୍କୁ ଲୋକେ ଦ୍ଵିତୀୟ ଭଗବାନ ଭାବେ ସମ୍ମାନ ଦେଇଥାନ୍ତି। ଭାରତରେ ୧୯୯୧ ମସିହାରେ ପ୍ରଥମେ ଜାତୀୟ ଡାକ୍ତର ଦିବସ ପାଳନ କରାଯାଇଥିଲା। ସେବେଠାରୁ ଜୁଲାଇ ୧ ତାରିଖରେ ଏହି ଦିବସ ପାଳିତ ହୋଇଆସୁଛି। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଡାକ୍ତର ବିଧାନ ଚନ୍ଦ୍ର ରୟଙ୍କୁ ସମ୍ମାନ ଜଣାଇ ଜାତୀୟ ଡାକ୍ତର ଦିବସ ପାଳନ ଆରମ୍ଭ ହୋଇଥିଲା। ଦେଶର ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ତାଙ୍କର ମହତ୍ତ୍ଵପୂର୍ଣ୍ଣ ଯୋଗଦାନ ରହିଥିଲା। ଡାକ୍ତର ବିସି ରାୟଙ୍କୁ ୧୯୬୧ ମସିହା ଫେବ୍ରୁଆରି ୪ ତାରିଖରେ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଡାକ୍ତର ବିସି ରୟଙ୍କ ଜନ୍ମ ୧୮୮୨ ମସିହା ଜୁଲାଇ ୧ ତାରିଖରେ ହୋଇଥିବାବେଳେ ୧୯୬୨ ମସିହା ଜୁଲାଇ ୧ ତାରିଖରେ ତାଙ୍କର ନିଧନ ହୋଇଥିଲା। ଏହି କାରଣରୁ ଜୁଲାଇ ୧ ତାରିଖକୁ ଜାତୀୟ ଡାକ୍ତର ଦିବସ ପାଳନ କରାଯାଉଛି। ପ୍ରତିବର୍ଷ ପ୍ରତି ବର୍ଷ ପରି ଚଳିତ ବର୍ଷ ନେଉଳପୁର ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନେ ଏହି ଦିବସ ପାଳନ କରିଥିବାର ଦେଖିବାକୁ ମିଳିଛି । ଛାତ୍ର ଛାତ୍ରୀ , ଅଧ୍ୟକ୍ଷ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଚଣ୍ଡିଖୋଲ ଅଞ୍ଚଳର ବିଶିଷ୍ଟ ଡାକ୍ତର ପ୍ରାକ୍ତନ ସିଡିଏମଓ ଓ ବିଜୟ କୁମାର ଶତପଥୀ, ଡାକ୍ତର ସନ୍ତୋଷ କୁମାର ବେହେରା, ଡାକ୍ତର ହରିହର ପଣ୍ଡା ଓ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର କାର୍ଯ୍ୟରତ ଡାକ୍ତରଙ୍କୁ ଉପଢ଼ୌକନ ଓ ପୁଷ୍ପାଗୁଛ ଦେଇ ସମ୍ମାନୀତ କରିଥିଲେ । ଛାତ୍ର ଛାତ୍ରୀ ମାନେ ଭବିଷ୍ୟତରେ ଡ଼ାକ୍ତର ହେବାପାଇଁ କଣ କଣ ପାଠ ପଢିବା ଦରକାର ସେ ନେଇ ତାଙ୍କ ଠାରୁ ଶିକ୍ଷା ଲାଭ କରିଥିଲେ। - Jajapur News