Public App Logo
Jansamasya
News
Bjp
National
Police
Bihar
बिहार
India
कांग्रेस
भाजपा
Congress
Modi
Delhi
Viral
Jharkhand
Rajasthan
Bollywood
Patna
Breakingnews
Narendramodi
Madhya_pradesh
Cm
Pmmodi
Rahulgandhi
यूपी
Uttarpradesh
Haryana
Uttarakhand
Crimenews
Aap

#ଫୁଣି_ଫସିଲେ_ଥାଇଲାଣ୍ଡ_ରେ_୮_ଓଡ଼ିଆ_ଯୁବକ ଫୁଣି ବିଦେଶ ରେ ଫସିଲେ ୮ ଓଡ଼ିଆ ଯୁବକ ଘରକୁ ଫେରିବାକୁ ରାଜ୍ୟ ସରକାରଙ୍କୁ କଲେ ଆକୁଳ ନିବେଦନ ତେବେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଜୟନଗର ପଞ୍ଚାୟତ ଅଧୀନ ଜୟନଗର ଜନ୍ମଜୟ ପ୍ରଧାନ,ପଟ୍ଟାମୁଣ୍ଡାଇ ଅଳପୁଆ ର ଚିତ୍ତରଞ୍ଜନ ମହାନ୍ତି,ରାଉଳିଆର ରାମଚନ୍ଦ୍ର ରାଉତ,ଅନ୍ତପୁର ର ଅଚୁତ୍ୱ ପ୍ରଧାନ,ତ୍ରୟଲୋକପୁର ପଞ୍ଚାୟତର ତ୍ରୟଲୋକପୁର ଗାଁର ନବକିଶୋର ଭୂଇଁୟା କୁସୁନପୁରର ପରିକିତ ସାହୁ ଈଶ୍ୱରପୁର ବିଚିତ୍ରମହାନ୍ତି ଓ ଅଞ୍ଜନ କୁମାର ସିଂ ଏହି ୮ ଜଣ ଶ୍ରମିକ ନିଜ ପରିବାରର ଦାରିଦ୍ରତା ଦୂର କରିବା ପାଇଁ ସୁଦୂର ଥାଇଲାଣ୍ଡକୁ ଦାଦନ ଖଟିବା ପାଇଁ ଯାଇଥିବା ବେଳେ ତାଙ୍କୁ କମ୍ପାନୀ ମାଲିକ ଓମପ୍ରକାଶ ଓ ଜୟ ପ୍ରକାଶ ଦୀର୍ଘ ଦଶ ମାସ ହେବ ରାଜକନିକାରୁ ୮ ଜଣ ଯୁବକଙ୍କୁ ନେଇ କାମ କରାଉ ଥିବା ବେଳେ ସେମାନଙ୍କୁ ମାସିକ ପରିଶ୍ରମ ନ ଦେବା ସେମାନଙ୍କୁ ମାଡ଼ ମାରି ଅଧିକ ସମୟ କାମ କରାଇବା ପ୍ରତିବାଦ କଲେ ସେମାନଙ୍କୁ ଥାନା ପୋଲିସ ର ଧମକ ଦେଇ ସେମାନଙ୍କ ଠାରୁ ଭିଶା ଛଡାଇନେଇ ଘରକୁ ନ ଛାଡିବାରୁ କୌଣସି ଉପାୟ ନ ପାଇ ଘରକୁ ଫେରିବା ପାଇଁ କେନ୍ଦ୍ରାପଡ଼ା ସାଂସଦ ଓ ରାଜ୍ୟ ସରକାରଙ୍କୁ ଭିଡିଓ ମାଧ୍ୟମରେ କରିଛନ୍ତି ଆକୁଳ !! #dinaratitv #TheCommonTimes #ରାଜକନିକା Mohan Charan Majhi Prabhati Parida Sudhanshu Sarangi

Jeypore, Koraput | Jun 16, 2026

MORE NEWS

କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ କରି ବିପୁଳ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ଫ୍ଲାଟ, ଫାର୍ମହାଉସ, ୩୨ଟି ପ୍ଲଟ, ନଗଦ ଟଙ୍କା ଓ ସୁନା ଅଳଙ୍କାର ଜବତ ସୂଚନା ଦେଲେ ଏସ , ସୁଶ୍ରୀ ( ଏସ୍ପି ଭିଜିଲାନ୍ସ କୋରାପୁଟ )

UD MEDIA News Page #Jeypore #jeyporenews #jeyporeupdatenews #jeyporesocialmedia #koraputupdate  #koraput #Rayagada #Malakangiri #Nabarangpur  #viralpost2024 #viralfacebookpage #public  #highlightseveryonefollowers2025 #highlights #dmkoraput #CMOdisha #viralreelsfbpage

କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ କରି ବିପୁଳ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ଫ୍ଲାଟ, ଫାର୍ମହାଉସ, ୩୨ଟି ପ୍ଲଟ, ନଗଦ ଟଙ୍କା ଓ ସୁନା ଅଳଙ୍କାର ଜବତ ସୂଚନା ଦେଲେ ଏସ , ସୁଶ୍ରୀ ( ଏସ୍ପି ଭିଜିଲାନ୍ସ କୋରାପୁଟ ) UD MEDIA News Page #Jeypore #jeyporenews #jeyporeupdatenews #jeyporesocialmedia #koraputupdate #koraput #Rayagada #Malakangiri #Nabarangpur #viralpost2024 #viralfacebookpage #public #highlightseveryonefollowers2025 #highlights #dmkoraput #CMOdisha #viralreelsfbpage

Jeypore, Koraput | Jun 19, 2026

ଜୟପୁର ବିଜୁ ଜନତା ଦଳ, ଟାଟା ପାୱାର ର ମନେମୁଖୀ କାର୍ଯ୍ୟକୁ ବିରୋଧ କରି ଆନ୍ଦୋଳନ
UD MEDIA News Page #Jeypore #jeyporenews #jeyporeupdatenews #jeyporesocialmedia #koraputupdate  #koraput #Rayagada #Malakangiri #Nabarangpur  #viralpost2024 #viralfacebookpage #public  #highlightseveryonefollowers2025 #highlights #dmkoraput #CMOdisha #viralreelsfbpage

ଜୟପୁର ବିଜୁ ଜନତା ଦଳ, ଟାଟା ପାୱାର ର ମନେମୁଖୀ କାର୍ଯ୍ୟକୁ ବିରୋଧ କରି ଆନ୍ଦୋଳନ UD MEDIA News Page #Jeypore #jeyporenews #jeyporeupdatenews #jeyporesocialmedia #koraputupdate #koraput #Rayagada #Malakangiri #Nabarangpur #viralpost2024 #viralfacebookpage #public #highlightseveryonefollowers2025 #highlights #dmkoraput #CMOdisha #viralreelsfbpage

Jeypore, Koraput | Jun 19, 2026

Jeypore, Koraput | Jun 19, 2026