Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Cbi
Mathura
Fatehpur
Jodhpur
Amitshah
Uppolice
Punjab

ସମ୍ବଲପୁର ମ୍ୟୁନିସିପାଲଟି: ସଡ଼କ ଦୁର୍ଘଟଣାରେ ଯୁବକଙ୍କ ଭାଙ୍ଗିଲା ହାତ ଗୋଡ଼, ବୁର୍ଲା ସ୍ଥାନାନ୍ତର

Sambalpur M, Sambalpur | Nov 21, 2025
ସଡ଼କ ଦୁର୍ଘଟଣାରେ ଯୁବକଙ୍କ ଭାଙ୍ଗିଲା ହାତ ଗୋଡ଼ l ମିଳିଥିବା ସୂଚନା ଅନୁସାରେ ଆଜି ସନ୍ଧ୍ୟା ପ୍ରାୟ 5 ଟା ସମୟରେ ଆକାଶ ମୁଣ୍ଡା ନାମକ ଜଣେ ଯୁବକ ଯୁଯୁମୁରା ରୁ କଂସରକୁ ଆସୁଥିବା ସମୟରେ ରାସ୍ତାରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା l ଦୁର୍ଘଟଣା ରେ ଯୁବକଙ୍କ ଗୋଟିଏ ଗୋଡ଼ ଓ ହାତ ଟି ଭାଙ୍ଗି ଯାଇଛି l ତାଙ୍କୁ ଜ଼ିଲ୍ଲା ମୂଖ୍ୟ ଚିକିତ୍ସାଳୟ କୁ ଆଣିଥିଲେ ହେଲେ ଅବସ୍ଥା ଠିକ ନଥିବା ଯୋଗୁଁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି l

MORE NEWS