#ଲାଞ୍ଚ_ନେଲା_ବେଳେ_ଖଣିଅଧିକାରୀଙ୍କୁ_ଧରିଲା_ଭିଜିଲାନ୍ସ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଜୟପୁର ଖଣି କାର୍ଯ୍ୟାଳୟର ଉପ-ନିର୍ଦ୍ଦେଶକ ସତ୍ୟଜିତ ରାଉତ #Vigilance #jeypore #Odisha #odishavigilanceraid #koraput #newodishatv
MV 79, Malkangiri | Jul 8, 2026