ଫୁଲବାଣୀ ସହର: ଘଛାପଡା ଠାରେ ମହା ଧୁମ୍ ଧାମରେ ପାଳନ ହେଲା ବାହୁଡା଼ ଯାତ୍ରା
ଗଛପଡ଼ା ଠାରେ ଧୁମଧାମର ରେ ପାଳନ ହେଲବାହୁଡା଼ ଯାତ୍ରା କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଗୋଛପଡାଗ୍ରାମରେ ମହା ଧୁମ୍ ଧାମ ରେ ପାଳନ ହେଲା ଶ୍ରୀ ଜଗନ୍ନାଥ ଙ୍କ ବାହୁଡା଼ ଯାତ୍ରା। ଏହି ଯାତ୍ରା ରେ ପାଖା ପାଖି ଅଞ୍ଚଳର ବହୁ ପୁରୁଷ, ମହିଳା ଯୋଗ ଦେଇ ରଥ ଟାଣି ଥିଲେ। ମାଉସୀ ମା ମନ୍ଦିର ଠାରୁ ଜଗନ୍ନାଥଙ୍କ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ପାଞ୍ଚ ହଜାରରୁ ଅଧିକ ଲୋକ ଜନ ଗହଳି ହୋଇଥିବା ଦେଖିବାକୁ ମିଳିଥିଲା। ସମସ୍ତ ବିଧି ପାଳନ ପରେ ଦିନ ପ୍ରାୟ ଅପରାହ୍ନ ତିନିଟା ବେଳେ ପହଣ୍ଡି ବିଜେ ହୋଇ ଥିଲା। ଚତୁର୍ଦ୍ଧା ମୂର୍ତ୍ତୀ ରଥକୁ ବିଜେ କରି ସରିବା ପରେ ସରପଞ୍ଚ ଯୁଗାନ୍ତ କ