ନୂଆପଡା: ଖରିଆର ରୋଡ଼ରେ ଦୁଇ ଯୁବକଙ୍କୁ ଛୁରାମାଡ଼: ରାସ୍ତାରୋକ ଓ ଉତ୍ତେଜନା
ନୂଆପଡା ଜିଲ୍ଲା ଖରିଆର ରୋଡ଼ ସହରରେ ଦୁଇ ଯୁବକଙ୍କୁ ଛୁରାମାଡ଼। ଘଟଣାକୁ ନେଇ ସହରରେ ଉତ୍ତେଜନା ସହ ରାସ୍ତାରୋକ। ପୋଲିସର ପ୍ରତିଶୃତି ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଛି। ଘଟଣାର କାରଣ ଅସ୍ପଷ୍ଟ। ଦୋଷୀଙ୍କ ଗିରଫ ଦାବିରେ ସହର ବନ୍ଦର ଚେତାବନୀ।