Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Accident
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Mp
Nsui
उत्तरप्रदेश
Pmmodi
Rahulgandhi
यूपी
Uttarpradesh
Haryana

ଖଲ୍ଲିକୋଟ୍: ସାନ ଘାଟି ଡାଳଖାଇ ମନ୍ଦିରରେ ପୂଜକ ଙ୍କୁ ବାହାର ପଟୁ କବାଟ ଗେଡ଼ା ପକାଇ ମନ୍ଦିର ହୁଣ୍ଡୀ ଚୋରି ଘଟଣାର ସିସି ଟିଭି ଫୁଟେଜ ଭାଇରାଲ

Khalikote, Ganjam | Jul 7, 2025
ସାନ ଘାଟି ଡାଳଖାଇ ମନ୍ଦିରରେ ପୂଜକ ଙ୍କୁ ବାହାର ପଟୁ କବାଟ ଗେଡ଼ା ପକାଇ ମନ୍ଦିର ହୁଣ୍ଡୀ ଭାଙ୍ଗି ଟଙ୍କା ଲୁଟି ନେବା ଘଟଣାର ସି ସି ଟିଭି ଫୁଟେଜ ଆଜି ସକାଳ ୮ ଟା ସମୟରେ ମୋବାଇଲ ଟୁ ମୋବାଇଲ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି । ତେବେ ଦାନ ହୁଣ୍ଡି ରୁ ପ୍ରାୟ ୫୦ ହଜାର ରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଅନ୍ୟପଟେ ଭାଇରାଲ ହେଉଥିବା ସିସି ଟିଭି ଫୁଟେଜ ଆଧାର କରି ପୋଲିସ ତଦନ୍ତ ପ୍ରକ୍ରିୟା କୁ ଜୋରଦାର କରିଛି ।