Public App Logo
Jansamasya
News
Bjp
National
Police
Bihar
India
कांग्रेस
बीजेपी
Gujarat
भाजपा
Accident
Congress
Modi
Delhi
Viral
मारपीट
Jharkhand
Breakingnews
Narendramodi
Nitishkumar
Madhya_pradesh
Nsui
उत्तरप्रदेश
Pmmodi
Rahulgandhi
Uttarpradesh
Haryana
Cricket
Lucknow

ଛତ୍ରପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ରାଜ୍ୟ ଗବେଷଣାର ମହାକୁମ୍ଭ ଓଡିଶା ଗବେଷଣା, ସମ୍ମିଳନୀ ଦ୍ବିତୀୟ ଦିନରେ ଯୋଗ ଦେଲେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି

Chhatrapur, Ganjam | Nov 28, 2025
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରାଜ୍ୟ ଗବେଷଣା ମହାକୁମ୍ଭ କହୁଯାଉଥିବା ଓଡିଶା ଗବେଷଣା ସମ୍ମିଳନୀର ପଞ୍ଚମ ସଂସ୍କରଣ ଶୁକ୍ରବାର ଦ୍ବିତୀୟ ଦିନରେ ପହଞ୍ଚିଛି। ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଆରମ୍ଭ ହୋଇଛି । ଦ୍ବିତୀୟ ଦିନରେ ଓଡ଼ିଶାର ବିଭିନ୍ନ ବିଶ୍ବ ବିଦ୍ୟାଳୟରୁ କୂଳପତି ମାନେ ଉପସ୍ଥିତ ଥିଲେ।