#ସ୍ୱଚ୍ଛ_କୋରାପୁଟ_ସୁନ୍ଦର_କୋରାପୁଟ 🌿
ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ କୋରାପୁଟ ପୌରପାଳିକାର ମିଳିତ ଆନୁକୂଲ୍ୟରେ ସ୍ୱଚ୍ଛତା ଓ ଗଣସଫେଇ ଅଭିଯାନ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ସଚେତନତା ରାଲି ବାହାରି ସହର ପରିକ୍ରମା କରିଥିଲା।
👉 “ଆମ ପରିବେଶ, ଆମ ହାତରେ”
ଅଳିଆ ଏଣେତେଣେ ନପକାଇ ପୌରପାଳିକା ଗାଡ଼ିରେ ଦେବାକୁ ଆହ୍ୱାନ। ଆସନ୍ତୁ, ମିଳିମିଶି କୋରାପୁଟକୁ ସ୍ୱଚ୍ଛ, ସବୁଜ ଓ ସୁନ୍ଦର କରିବା। 🌱
#SwachhKoraput #CleanKoraput #SwachhataAbhiyan #Koraput