#borigumma
ବୋରିଗୁମ୍ମା ଥାନା ଅଂଚଳ ରେ ବାରମ୍ଭାର ଗୋଟିଏ ପରେ ଗୋଟିଏ ଚୋରି ହେଉଛି। ଅଥଚ ଚୋର ମାନଙ୍କ ଟେର ପାଉନି ପୋଲିସ।ଏତିକି ବେଳେ ଚୋର ମାନେ ବୋରିଗୁମ୍ମା ପାଇଲୁ ସାହି ରେ ସମୀର ସାହୁ ଙ୍କ TATA TIAGO CAR(ରଙ୍ଗ) କୁ ଚୋରି କରି ଚମ୍ପଟ ମାରିଛନ୍ତି। ଚୋରି ବେଳର ସମସ୍ତ ଦୃଶ୍ୟ CCTV ରେ କଏଦ ବି ହୋଇଛି। କିପରି ସେ ଆସିଲେ କିପରି ଗାଡ଼ି ର ଲକ୍ ଫିଟେଇ ଗାଡ଼ି ଭିତରେ ପଶି ଚଂପଟ ମାରିଛନ୍ତି l ବୋରିଗୁମ୍ମା ରେ ଚୋର ମାନେ ଏବେ ଚାରିଚକିଆ ଯାନ ମଧ୍ୟ ଚୋରି କରିବାରେ ମାହିର ହେଇଗଲେଣି।ବୋରିଗୁମ୍ମା ରେ ଚୋରି ରୋକିବା ଏବଂ ଚୋରା ଙ୍କୁ କାବୁ କରିବା ପାଇଁ ଜଣେ ଦକ୍ଷ ପୋଲିସ ଅଧିକାରୀ ଙ୍କ ନେତୃତ୍ୱ ରେ ଏକ ସ୍ୱତନ୍ତ୍ର ଟିମ ଗଠନ ପାଇଁ ସାଧାରଣ ରେ ଦାବି ବେଉଛି। Part 5
Koraput Town, Koraput | Jun 13, 2026