ଦିଗପହଣ୍ଡି: ଦିଗପହଣ୍ଡିରେ ଆୟୋଜିତ ହେଲା 'ମା' ପାଇଁ ଗଛଟିଏ' କାର୍ଯ୍ୟକ୍ରମ
ଦିଗପହଣ୍ଡି ଏନ୍ ଏ ସି ସ୍ମାର୍ଟ ପାର୍କରେ ବିଧାୟକଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେଲା 'ମା' ପାଇଁ ଗଛଟିଏ' ବୃକ୍ଷରୋପଣ କାର୍ଯ୍ୟକ୍ରମ। ଏହି ଅବସରରେ ଏନ୍ ଏ ସି ଅଧ୍ୟକ୍ଷ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସ୍ଥାନୀୟ ବାସିନ୍ଦା ସାମିଲ ହୋଇଥିଲେ।