Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ... ଏହା ହେଉଛି ନୂଆ ଭାରତ ! � ଏବେ ଭାରତ କେବଳ ନୂଆ ପ୍ରଯୁକ୍ତିକୁ ଆପଣାଉ ନାହିଁ ବରଂ ବିଶ୍ୱ ସମ୍ମୁଖରେ ନୂଆ ଦୃଷ୍ଟାନ୍ତ ମଧ୍ୟ ସୃଷ୍ଟି କରୁଛି। � ଭାରତର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ ୧୦ଟି କୋଚ୍ ସହ ପ୍ରସ୍ତୁତ। � ଏକାସାଙ୍ଗରେ ପ୍ରାୟ ୨,୬୦୦ ଯାତ୍ରୀଙ୍କୁ ବହନ କରିବାର କ୍ଷମତା ରହିଛି। � ସ୍ୱଚ୍ଛ ଶକ୍ତି ଆଧାରିତ ଜିରୋ-ଏମିସନ୍ (Zero Emission) ପ୍ରଯୁକ୍ତିରେ ସଜ୍ଜିତ। ଦେଖନ୍ତୁ... ନା କୌଣସି ଶବ୍ଦ, ନା କୌଣସି ଧୂଆଁ —ନୂଆ ଭାରତର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍, ଯାହାକି ସମସ୍ତଙ୍କୁ ଚକିତ କରିଦେଇଛି। ��

Raurkela M, Sundargarh | Jul 17, 2026

MORE NEWS