ପଦ୍ମପୁର: ଟେମରୀ ହାଇସ୍କୁଲ ର ବାର୍ଷିକ ଉତ୍ସବ ପାଳନ
ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ୍ ଟେମରୀ ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ସକାଳ 10ଟା 30ରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଶୁଭ ଅବସରରେ ପଦ୍ମପୁର ଉପ ଜିଲ୍ଲାପାଳ ସ୍ନେହା ଅରଗୁଲା, ଉପଖଣ୍ଡ ପୋଲିସ ଅଧିକାରୀ ପାଣ୍ଡବ ଶବର ଏସଡିପିଓ, ଦିଲ୍ଲିପ ବେହେରା ଟେମରୀ ସରପଞ୍ଚ, ଅନିତା ଭୋଇ ବୁକୁରାମୁଣ୍ଡା ସରପଞ୍ଚ,ପ୍ରମୁଖ ଅତିଥି ଭାବରେ ଯୋଗଦାନ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଲମ୍ବୋଦର ତାଣ୍ଡି ଓଡ଼ିଆ ଅଧ୍ୟାପକ ଦହିତା ଯୋଗଦାନ ଦେଇଥିଲେ। ସ୍କୁଲ ର ହେଡମାଷ୍ଟର ଡୋଲାମଣୀ ଭୋଇଙ୍କ ସଭାପତିତ୍ବ ଅନୁଷ୍ଠିତ ବାର୍ଷିକ ଉତ୍ସବ ରେ ଦଶମ ଶ୍ରେଣୀ ଛାତ୍ରୀ ଅଙ୍କିତା ପାଣିଗ୍ରାହୀ ସଭା ପରି