Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Jharkhand
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Nda
School
Cbi
Mathura
Fatehpur
Jodhpur

ଦେବଗଡ: ଚନ୍ଦନଖୁଣ୍ଟି ଗ୍ରାମରେ ମା’ ତାରିଣୀ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା

ବାରକୋଟ ବ୍ଲକ ଚନ୍ଦନଖୁଣ୍ଟି ଗ୍ରାମରେ ସୋମବାର ଦିନ ମା’ ତାରିଣୀ ମନ୍ଦିର ପ୍ରତିଷ୍ଠା ଓ ମା’ତାରିଣୀଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଶହ ଶହ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ । ମନ୍ଦିର ପ୍ରତିଷ୍ଠା ପରେ ବିଶୁଦ୍ଧ ଜଳରେ ବିଭିନ୍ନ ପ୍ରକାର ଚେରମୂଳି ପକାଇ ଔଷଧିୟ ଜଳରେ ମା’ ତାରିଣୀଙ୍କର ସ୍ନାନ କରାଇଥିଲେ । ପରେ ସର୍ବସାଧାରଣରେ ମା’ଙ୍କର ମହାସ୍ନାନ କରାଇଥିଲେ । କେନ୍ଦୁଝର ଘଟଗାଁ ତାରିଣୀ ପୀଠରୁ ମା’ ତାରିଣୀଙ୍କର ଆଜ୍ଞାମାଳ ଓ ଶକ୍ତି ନେଇ ପ୍ରଶାନ୍ତ ନାୟକ, ଶରତ ଦେହୁରୀ ଦୁଇ ଜଣ ପୂଜକ ଆସିଥିଲେ ।

MORE NEWS