Public App Logo
Jansamasya
News
���ुलिस
Bjp
National
Bihar
���ीजेपी
���िधायक
Congress
Modi
Delhi
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Uttarpradesh
���ादी
Crimenews
Aap
Indore
Bareilly

ଉମରକୋଟ: ଅଯୋଧ୍ୟା ର କଳସ ସ୍ଥାପନ ପରେ ଶିବଲିଙ୍ଗ ରୂପରେ ଆର୍ବିଭାବ

Umarkote, Nabarangpur | Nov 3, 2025
ତା -୦୩-୧୧-୨୦୨୫ ରିଖ ସ୍ଥାନ -ଉମରକୋଟ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍‌ ଅଧୀନ କରଣ୍ଡିଆଗୁଡା ଗ୍ରାମରେ ଗୋମତି ଗଣ୍ଡ ନାମକ ଜଣେ ମହିଳାଙ୍କ ଘରେ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି। ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ସମୟରେ ସେ ଫୁଲ ଓ ଚାଉଳ ଆଣି ଘରର ଗୋଟିଏ କୋଠାରେ କଳସରେ ପୂଜା କରୁଥିଲେ। ପ୍ରତିଦିନ ପୂଜା କରୁଥିବା ସମୟରେ ସେ ଦେଖିଲେ ଯେ, କଳସ ରଖିଥିବା ସ୍ଥାନରୁ ଦୁଇଟି ଉଇ ହୁଙ୍କା ବାହାରୁଛି। ଦିନକୁ ଦିନ ସେହି ଉଇ ହୁଙ୍କା ଗୁଡ଼ିକ ବଢ଼ିବାକୁ ଲାଗିଲା। ଦିନେ ସେ କଳସକୁ ହଟାଇବା ବେଳେ ଦେଖିଲେ ଯେ ହୁଙ୍କା ଗୁଡିକ ଭାଙ୍ଗି ଯାଇଛି ଏବଂ ସେଥିରେ ଗୋଟିଏ ଶିବଲିଙ୍ଗ ପ୍ରକାଶ ପାଇଛି

MORE NEWS