ପାରଳାଖେମୁଣ୍ଡି: ଗଜପତି: ତୃତୀୟଲିଙ୍ଗୀ ସମାଜର ଅଭିବୃଦ୍ଧି ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ତୃତୀୟଲିଙ୍ଗୀ ସମାଜର ଅଭିବୃଦ୍ଧି, ସଶକ୍ତିକରଣ ଓ କଲ୍ୟାଣମୂଳକ କାର୍ଯ୍ୟକ୍ରମକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ଏସ୍ ଡବ୍ଲ୍ୟୁ ଡବ୍ଲ୍ୟୁ ଏସ୍ ର ପ୍ରତିନିଧି ଏବଂ ଟ୍ରାନ୍ସଜେଣ୍ଡର ସଂଘର ସଦସ୍ୟମାନେ ଅଂଶଗ୍ରହଣ କରି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଛନ୍ତି।