#ବଲିଉଡ୍_ଅଭିନେତା_ଟାଇଗର_ଶ୍ରଫ୍_ଙ୍କୁ_ଟାର୍ଗେଟ୍_କରି_ଗୁଳିମାଡ଼।
ମୁମ୍ବାଇର ଜୁହୁ ଅଞ୍ଚଳରେ ତାଙ୍କ ବିଏମ୍ ଡବ୍ଲ୍ୟୁ କାର୍ ଉପରକୁ ୫ ରାଉଣ୍ଡ ଗୁଳି ଚଳାଯାଇଥିବା ସୂଚନା। ଅଳ୍ପକେ ବର୍ତ୍ତିଯାଇଛନ୍ତି ଟାଇଗର, ହେଲେ ବାରୁଦ ଓ ଭଙ୍ଗା କାଚ ଖଣ୍ଡରେ ତାଙ୍କ ହାତରେ ଆଘାତ ଲାଗିଛି । ଗୁଳିକାଣ୍ଡକୁ ନେଇ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଉଦ୍ ବେଗ ପ୍ରକାଶ କରିଛନ୍ତି। ସିନ୍ଦେଙ୍କ କହିବା ଅନୁଯାୟୀ, ଆକ୍ରମଣ ସମୟରେ ଟାଇଗରଙ୍କ କାର୍ କୁ ଲକ୍ଷ୍ୟ କରି ଲଗାତାର ୫ ରାଉଣ୍ଡ ଗୁଳି ଚଳାଯାଇଥିଲା। ସୌଭାଗ୍ୟବଶତଃ ଟାଇଗର ଗୁରୁତର ଆଘାତରୁ ବର୍ତ୍ତିଯାଇଛନ୍ତି।
#TigerShroff #Gunfire #mumbai #pabitranewsodisha