Public App Logo
Jansamasya
हादसा
News
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
Nitishkumar
Madhya_pradesh
Mp
Nsui
Madhyapradesh
Pmmodi
Rahulgandhi
Actor
Haryana
Uttarpradesh
Cbse

କବିସୂର୍ଯ୍ୟନଗର: ସାଙ୍କୁଡ଼ା ଠାରେ କଳିଙ୍ଗ ବୈଶ୍ୟ ସଂଘର ସାଧାରଣ ବୈଠକ ଅନୁଷ୍ଠିତ

କଳିଙ୍ଗ ବୈଶ୍ୟ ସଂଘ ଖଲ୍ଲିକୋଟ ଅଂଚଳର ସାଧାରଣ ବୈଠକ ବେଗୁନିଆପଡା ବ୍ଲକ ସାଙ୍କୁଡ଼ା ସ୍ଥିତ ବାବା ଧବଳେଶ୍ୱରଙ୍କ ପିଠରେ ବାବା ଧବଳେଶ୍ୱର କଳିଙ୍ଗ ବୈଶ୍ୟ ସଂଘ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଖଲ୍ଲିକୋଟ ଅଂଚଳ ସଭାପତି ପି ରାଜେନ୍ଦ୍ର ପୃଷ୍ଟିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମହାସଂଘ ସଭାପତି ଡକ୍ଟର କେ. ନାରାୟଣ ପାତ୍ର ମୁଖ୍ୟଅତିଥି, ଅଂଚଳ ସମ୍ପାଦକ ପି. ପ୍ରସାଦ ରାଓ ପୃଷ୍ଟି ସାମ୍ନାନୀତ ଅତିଥି ଭାବେ ଯୋଗଦେଇ ଥିଲେ । ଅତିଥି ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା, ବୈଶ୍ୟ ଭବନ ଠାରୁ ମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରା,ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ହୋଇଥିଲା ।
କବିସୂର୍ଯ୍ୟନଗର: ସାଙ୍କୁଡ଼ା ଠାରେ କଳିଙ୍ଗ ବୈଶ୍ୟ ସଂଘର ସାଧାରଣ ବୈଠକ ଅନୁଷ୍ଠିତ - Kabisuryanagar News