Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

କୋରାପୁଟ ଜିଲ୍ଲା ରୁ ସବୁ ନେଲେ, କିନ୍ତୁ କିଛି ଦେଲେ ନାହିଁ – ପଟାଙ୍ଗିବ୍ଲକ ପୋଡାପଦର ସରପଞ୍ଚ ଆଲମି ଫୁଲ ଙ୍କ ପ୍ରଶ୍ନ?? "ଆମେ ମରିବୁ ପଛେ, ଆମ ଗାଁ ଜମି, ଜଙ୍ଗଲ ଓ ପାଣିକୁ ସରକାରଙ୍କ ହାତକୁ ଟେକିଦେବୁ ନାହିଁ?? ଆନ୍ଦୋଳନରେ ସାମିଲ ହୋଇଥିବା ଗ୍ରାମବାସୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି। ଇଜାର ମାଳି ପାହାଡ଼, ଜଙ୍ଗଲ ଓ ପ୍ରାକୃତିକ ସମ୍ପଦର ସୁରକ୍ଷା ଦାବିରେ ୨୫ରୁ ଅଧିକ ଗ୍ରାମର ଲୋକ ଏକାଠି ହୋଇ ନିଜର ଦାବି ଉପସ୍ଥାପନ କରିଛନ୍ତି??

Jeypore, Koraput | Jul 10, 2026

MORE NEWS