Public App Logo
Jansamasya
News
पुलिस
Bjp
National
Bihar
India
कांग्रेस
बीजेपी
Gujarat
भाजपा
Accident
Congress
Modi
Delhi
Viral
मारपीट
Jharkhand
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh
Haryana

ବାରିପଦା ମ୍ୟୁନିସିପାଲଟି: ଏମ୍.ପି.ସି ସ୍ୱୟଂଶାସିତ କଲେଜରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ଶନିବାର ଦିନ ପ୍ରାୟ ୧୦ଟାରେ ବାରିପଦା ସ୍ଥିତ ଏମ୍.ପି.ସି. ସ୍ୱୟଂଶାସିତ କଲେଜ ଷ୍ଟାଫ୍ କ୍ଲବ ପକ୍ଷରୁ ମହାବିଦ୍ୟାଳୟର ପରୀକ୍ଷାଗାର ସହାୟକ କିଶୋର ପଣ୍ଡା ଓ ଗ୍ରନ୍ଥାଗାର ସହାୟକ ନିବାରଣ ବେରାଙ୍କ ବୃତ୍ତିଗତ ଅବସର ଉପଲକ୍ଷେ ଅଧ୍ୟକ୍ଷ ନାରାୟଣ ପ୍ରସାଦ ବେହେରାଙ୍କ ଅଧ୍ୟକ୍ଷତାରେ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।