Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

ଉମରକୋଟ: ମାଙ୍କଡ଼ ଆତଙ୍କ ରେ ଉମରକୋଟ ର ୩ନମ୍ବର ୱାର୍ଡ ବାସୀ

Umarkote, Nabarangpur | Dec 17, 2025
Date-17.12.2025 Place-Umerkote ନବରଙ୍ଗପୁର ଜିଲ୍ଲାର ଉମରକୋଟ ସ୍ଥିତ ୩ନମ୍ବର ୱାର୍ଡରେ ମାଙ୍କଡ଼ ଉତ୍ପାତରେ ଆତଙ୍କିତ ସ୍ଥାନୀୟ ବାସିନ୍ଦା। ଖାଦ୍ୟ ଅନ୍ୱେଷଣ ରେ ସହର ମୁହାଁ ହୋଇଛନ୍ତି ମାଙ୍କଡ଼। ମାଙ୍କଡ଼ ମାନେ ଘରର ଝିକର ସହିତ ଘର ଭିତରେ ପଶି ବିଭିନ୍ନ ଆସବାବ ପତ୍ର ଫିଙ୍ଗା ଫିଙ୍ଗି କରୁଛନ୍ତି। ତାସହିତ କେତେକ ଦୋକାନ ଭିତରେ ପସି ଯାଉଥିବାର ଲୋକେ କହିଛନ୍ତି । ଲୋକମାନେ ମାଙ୍କଡ଼ ମାନଙ୍କ ଉତ୍ପାତ ରେ ଆତଙ୍କିତ ହୋଇ ବନ ବିଭାଗକୁ ବିଷୟଟି ଅବଗତ କରି ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନୁଗ୍ରହ କରିଛନ୍ତି।

MORE NEWS

ଉମରକୋଟ: ମାଙ୍କଡ଼ ଆତଙ୍କ ରେ ଉମରକୋଟ ର ୩ନମ୍ବର ୱାର୍ଡ ବାସୀ - Umarkote News