ବିରିଡି: ବିରିଡି ଅଳକା ମହାବିଦ୍ୟାଳୟରେ ପାଳିତ ହେଲା ଜାତୀୟ ସେବା ଯୋଜନା ଦିବସ
ବିରିଡି ବ୍ଲକ ଅଳକା ମହାବିଦ୍ୟାଳୟରେ ଗୁରୁବାର ଜାତୀୟ ସେବା ଯୋଜନା (NSS) ଦିବସ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ଚିତ୍ତରଞ୍ଜନ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହଭାଗିତା ନେଇ ଆଲୋଚନା ହୋଇଥିଲା।