Public App Logo
Jansamasya
हादसा
News
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
Nitishkumar
Madhya_pradesh
Mp
Nsui
Madhyapradesh
Pmmodi
Rahulgandhi
Actor
Haryana
Uttarpradesh
Cbse

କବିସୂର୍ଯ୍ୟନଗର: ବି ନୂଆଗାଁ ସ୍ଥିତ ସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ର ସ୍ଵନକ୍ଷତ୍ର ଉତ୍ସବ ଅନୁଷ୍ଠିତ।

Kabisuryanagar, Ganjam | Jan 12, 2026
ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବି. ନୂଆଗାଁ ସ୍ଥିତ ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିରର ତ୍ରୟୋବିଂଶତମ ସ୍ଵନକ୍ଷତ୍ର ଦିବସ ଅନୁଷ୍ଠାନ ପରିସରରେ ସଭାପତି ଜୟଦେବ ଜେନାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଖଲ୍ଲିକୋଟ ର ଅଧକ୍ଷ ଡ. ସନ୍ତୋଷ କୁମାର ପରିଡା, ମୁଖ୍ୟ ବକ୍ତା ଭାବେ ଐତିହାସିକ, ବୋଲଗଡ, ନୟାଗଡ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ପରିଡା ଯୋଗଦେଇ ଥିଲେ । ସମ୍ମାନିତ ଅତିଥି ଭାବେ ବେଗୁନିଆପଡା ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀଣୀ ଜ୍ୟୋତିର୍ମୟୀ ନନ୍ଦ ଉପସ୍ଥିତ ଥିଲେ ।
କବିସୂର୍ଯ୍ୟନଗର: ବି ନୂଆଗାଁ ସ୍ଥିତ ସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ର ସ୍ଵନକ୍ଷତ୍ର ଉତ୍ସବ ଅନୁଷ୍ଠିତ। - Kabisuryanagar News