ହିନ୍ଦୋଳ: ଓଡ଼ାପଡ଼ାରେ ଗାଁ ସାଥୀମାନଙ୍କ ପାଇଁ ବ୍ଲକ୍ ସ୍ତରୀୟ ଭର୍ଚୁଆଲ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ
ଢେଙ୍କାନାଳ ଓଡ଼ାପଡ଼ା ବ୍ଲକ୍ରେ ଗାଁ ସାଥୀମାନଙ୍କ ପାଇଁ ଭର୍ଚୁଆଲ ତାଲିମ୍ ଅନୁଷ୍ଠିତ। ଏନ୍ ଏମ୍ ଏମ୍ ଏସ୍, ମଷ୍ଟର ରୋଲ୍ ଓ ବିକଶିତ ଗାଁ ଗଠନ ନେଇ ମିଳିଲା ପ୍ରଶିକ୍ଷଣ। ୨୯ଟି ପଞ୍ଚାୟତର ଶତାଧିକ ଗାଁ ସାଥୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।